Masthead

ଆଶ୍ଚର୍ଯ୍ୟ: ଦିଲ୍ଲୀ ବିଧାନସଭାରେ ସୁଡ଼ଙ୍ଗ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ବିିଧାନସଭା ଭିତରୁ ମିଳିଲା ସୁଡ଼ଙ୍ଗ । ଏହି ସୁଡ଼ଙ୍ଗଟି ଦିଲ୍ଲୀ ବିଧାନସଭା ଠାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବି ଥିବାର ସୂଚନା ମିଳିଛି । ଯାହାର ଦୂରତା ପାଖାପାଖି ୫ କିଲୋମିଟର ବୋଲି ଅନୁମାନ କରଯାଉଛି । ଏନେଇ ଦିଲ୍ଲୀ ବିଧାନସଭା ଅଧ୍ୟକ୍ଷ ରାମ ବିଲା ନିବାଲସ ସୂଚନା ଦେଇଛନ୍ତି । ତେବେ ଏହା ସ୍ୱତନ୍ତ୍ରତା ଆନ୍ଦୋଳନରେ ନିର୍ମାଣ କରାଯାଇଥିଲା । ଇଂରେଜମାନେ ଏହାକୁ ହିଂସାରୁ ରକ୍ଷା ପାଇବା ପାଇଁ ବ୍ୟବହାର କରୁଥିବାର ଅନୁମାନ କରାଯାଉଛି । ଏହାକୁ ୧୯୧୨ ମସିହାରେ ନିର୍ମାଣ କରାଯାଇଛି ବୋଲି ସୂଚନା ମିଳିଛି ।

ସୁଡ଼ଙ୍ଗଟି ଲାଲକିଲ୍ଲା ପର୍ଯ୍ୟନ୍ତ ଖୋଳାଯାଇଥିବାର ଦେଖିବାକୁ ମିଳିଥିଲା । ଅପରପକ୍ଷେ ଆସନ୍ତା ୨୦୨୨ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏହାର ମରାମତି କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରାମ ବିଲା ନିବାଲସ ସ୍ପଷ୍ଟ କରିଛନ୍ତି । ଏହାସହ ଖୁବଶୀଘ୍ର ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଏହାକୁ ଖୋଲାଯିବ ବୋଲି ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲ କହିଛନ୍ତି । ପର୍ଯ୍ୟଟନ ବିଭାଗରୁ ଅନୁମତି ଆଣି ଶନିବାର ଓ ରବିବାର ସାଧାରଣ ଲୋକ ପାଇଁ ଏହାକୁ ଖୋଲିବାକୁ ଯୋଜନା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା