Masthead

ସାମ୍ପ୍ରଦାୟିକ ଦଙ୍ଗା ମାମଲାରେ ଆପ୍ ଇଣ୍ଡିଆର ସମ୍ପାଦକଙ୍କୁ ମିଳିଲା ଆଶ୍ୱସ୍ତୀ

ନୂଆ ଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆପ ଇଣ୍ଡିଆର ସମ୍ପାଦକ ରାହୁଲ ରୋଶନଙ୍କୁ ମିଳିଲା ବଡ ଆଶ୍ୱସ୍ତୀ । ଏହା ସହ ନୁପୁର ଜେ ଶର୍ମାଙ୍କ ଦ୍ୱାରା ଲେଖାଯାଇଥିବା ନିର୍ଦ୍ଧିଷ୍ଟ ଆର୍ଟିକିଲ ବିରୋଧରେ ମଧ୍ୟ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏନେଇ ଜଷ୍ଟିସ କିଶନ କୌଲ ଏବଂ ଜଷ୍ଟିସ ଏମଏମ ସୁନ୍ଦରେଶ ଆଦେଶ ଦେଇଛନ୍ତି ।

ତେବେ ଆପ ସମ୍ପାଦକଙ୍କ ବିରୋଧରେ ୧୦ ଜୁନ ୨୦୨୦ରେ ହୋଇଥିବା ଦଙ୍ଗା ମାମଲାରେ ଏଫଆଇଆର ଦାଏର ହୋଇଥିଲା । ଏହା ପୂର୍ବରୁ ୨୬ ଜୁନ ୨୦୨୦ରେ ଉଭୟ ଆବେଦନକାରୀଙ୍କ ବିରୋଧରେ ତିନୋଟି ଏଫଆଇଆର ପଞ୍ଜୀକୃତ ହୋଇଥିବାରୁ ସୁପ୍ରିମକୋର୍ଟ ଏହାକ ଉପରେ ରୋକ ଲଗାଇଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି