Masthead

ମିଛ ଏଫଆଇଆର ଦେଇ ଫସିଲେ ଯୁବକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚନ୍ଦକା ଥାନାରେ ମିଛ ଅଭିଯୋଗ କରି ଫସିଲେ ଯୁବକ। ଶେଷରେ ଗିରଫ ହୋଇ ଗଲେ ଜେଲ। ଗିରଫ ଅଭିଯୁକ୍ତ ଯାଜପୁର ଅଞ୍ଚଳର ଅମର ମହାନ୍ତି ବୋଲି ଜଣା ପଡିଛି। ଭରତ ପୂର ଥାନା ଅଧୀନ ଅଞ୍ଚଳରେ ‘ଏଲ ଆଣ୍ଡ ଟି ‘ ଫାଇନାନ୍ସରେ କାର୍ଯ୍ୟ କରୁଥିବା ଜଣେ ସେଲସ ଏକଜ୍ୟୁକୁଟିଭ ଅଫିସର କମ୍ପାନୀର ଟଙ୍କା ଡିପୋଜିଟ ପାଇଁ ଅଫିସ ବ୍ୟାଙ୍କ ପଠାଇଥିଲା।

ହେଲେ ଯୁବକ ଜଣକ ସୋମବାର ଅନ୍ଧାରୁଆ ଅଞ୍ଚଳରେ ଟଙ୍କା ବ୍ୟାଙ୍କ ଲୁଟ ହୋଇଥିବା ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ଚନ୍ଦକା ପୋଲିସର ତଦନ୍ତ ପରେ ଜଣାପଡିଲା ଯେ ଏହା ଏକ ମିଥ୍ୟା ଅଭିଯୋଗ । ପରେ ଉକ୍ତ ଯୁବକଙ୍କ ଠାରୁ ୧ଲକ୍ଷ୍ୟ ୪୦ହଜାର ଟଙ୍କା ଜବତ କରିବା ସହ କୋର୍ଟ ଫରୱାଡ କରିଛି ଚନ୍ଦକା ପୋଲିସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି