Masthead

ତାଲିବାନ ନିମନ୍ତ୍ରଣକୁ ପ୍ରତ୍ୟାଖାନ କଲେ ଆମେରିକା ଓ ଋଷ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତାଲିବାନ କିଛି ଦିନ ପୂର୍ବରୁ ନିଜର ସରକାର ଗଠନ କରିଛି । ହେଲେ ନିଜର ଅଧିକାଂଶ ମନ୍ତ୍ରୀମଣ୍ଡଳରେ ଥିବା ମନ୍ତ୍ରୀମାନେ ଆତଙ୍କବାଦୀ । ବିଶ୍ବ ଆତଙ୍କୀ ତାଲିକାରେ ତାଲିବାନ ସରକାରରେ ଥିବା ପ୍ରଧାନମନ୍ତ୍ରୀ ହସନ ଅଖୁନ୍ଦ, ଗୃହମନ୍ତ୍ରୀ ସିରାଜୁଦ୍ଦିନ ହକାନୀ ଏବଂ ଶରଣାର୍ଥୀ ବିଭାଗ ମନ୍ତ୍ରୀ ଖଲିଲ ହକାନୀଙ୍କ ନାଁ ରହିଛି ।

ଅପରପକ୍ଷରେ ଶପଥ ଗ୍ରହଣ ଉତ୍ସବକୁ ଚୀନ, ତୁର୍କୀ, ପାକିସ୍ତାନ, କତାର, ଇରାନ, ଋଷ ସମେତ ଭାରତ ଏପରିକି ଆମେରିକାକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ତେବେ ଶପଥଗ୍ରହଣ ଉତ୍ସବକୁ ଋଷିଆ ଆସିବନାହିଁ ବୋଲି ସ୍ପଷ୍ଟ କରିଛି । କାଲିଠାରୁ ଆଫଗାନିସ୍ତାନରେ ନୂଆ ସରକାର କାର୍ୟ୍ୟଆରମ୍ଭ କରିବ । ଏପଟେ ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି କହିଛନ୍ତି ଆଫଗାନବାସୀଙ୍କ ଜୀବନ ନିର୍ଭର କରୁଛି ତାଲିବାନ ସରକାରର କାର୍ୟ୍ୟଶୈଳୀ ଉପରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ