Masthead

ବାହାରିନରେ ନିର୍ଯାତିତ ହେଉଛନ୍ତି ଓଡ଼ିଆ ଶ୍ରମିକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାରିନରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା । ବାଲୁଗାଁ, ବାଣପୁର ଓ ଖଲ୍ଲିକୋଟର ୩୦୦ ଶ୍ରମିକ ବାହରିନରେ ଅଛନ୍ତି । ଏଏସଏଚ କମ୍ପାନୀରେ କାମ କରୁଛନ୍ତି ୧ହଜାରରୁ ଉଦ୍ଧ୍ୱ ଓଡ଼ିଆ ଶ୍ରମିକ । ୧୪ ଘଣ୍ଟା ଖଟାଉଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ୧୦ ଘଣ୍ଟାର ମିଳୁଛି ମଜୁରୀ । କୌଣସି ମତେ ମିଳୁନି ଭଲ ଖାଇବା ।

ପ୍ରତିବାଦ କଲେ ମିଳୁଛି ନିସ୍ତୁକ ମାଡ଼ । ସ୍ୱଦେଶ ଫେରିବାକୁ ବିକଳ ଓଡ଼ିଆ ଶ୍ରମିକ । ଭାରତ ରାଷ୍ଟ୍ରଦୂତଙ୍କ ଘଟଣା ସ୍ଥଳ ପରିଦର୍ଶନ । ତଥାପି ସ୍ଥିତିରେ ଆସୁନି ସୁଧାର । ଓଡ଼ିଶା ସରକାର ହସ୍ତକ୍ଷେପ କରିବାକୁ ନିର୍ଯାତିତ ଶ୍ରମିକଙ୍କ ପରିବାରର ଆକୁଳ ନିବେଦନ କରିଛନ୍ତି । ମୁକ୍ତି ପାଇଁ ୩ଦିନ ହେଲା ଅନ୍ଦୋଳନ କରୁଛନ୍ତି ଓଡ଼ିଆ ଶ୍ରମିକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା