Masthead

ପୂରଣ ହେଲା ନୀରଜଙ୍କ ଆଉ ଏକ ସ୍ୱପ୍ନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):    ନିକଟରେ ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତି ଭାରତପାଇଁ ଗୌରବ ଆଣିଥିଲେ ସୁନା ପୁଅ ନୀରଜ ଚୋପ୍ରା । ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ନିଜର ସୁବୁଠୁ ବଡ ସ୍ୱପ୍ନ ସାକାର କରିଥିଲେ । ଆଉ ଏବେ ନୀରଜଙ୍କର ଆଉ ଏକ ସ୍ୱପ୍ନ ପୂରଣ ହୋଇଛି । ସେ ନିଜ ପିତାମାତାଙ୍କୁ ବିମାନରେ ଯାତ୍ରା କରାଇ ନିଜ ଖୁସି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ସୂଚନା ଅନୁସାରେ ନିଜ ପିତାମାତାଙ୍କୁ ଫ୍ଲାଇଟରେ ବସାଇବା ନିରଜଙ୍କର ସ୍ୱପ୍ନ ଥିଲା । ଆଉ ଏବେ ନିରଜ ଏହି ସ୍ୱପ୍ନକୁ ପୂରଣ କରିଛନ୍ତି ।

ନୀରଜ ଟୋକିଓ ଅଲମ୍ପିକ୍ସରେ ୮୭.୫୯ ମିଟର ଜାଭେଲିନ ଥ୍ରୋ’ ରେ ଆଥଲେଟିକ୍ସ ଇତିହାସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ । ଏହା ପରେ ନୀରଜ ଆଜି ସମସ୍ତଙ୍କ ପାଇଁ ଏକ ଷ୍ଟାର ପାଲଟି ଯାଇଛନ୍ତି । ତେବେ କ୍ରୀଡା ଜଗତରେ କମାଲ କରିଥିବା ନୀରଜଙ୍କୁ ଏବେ ନୂଆ ନୂଆ ବିଜ୍ଞାପନ ପାଇଁ ଅଫର ଆସୁଛି । ଶୁଣିବାକୁ ମିଳୁଛି ଯେ ଏବେ ପ୍ରତି ବିଜ୍ଞାପନରେ ନୀରଜ ୧ରୁ ୫ କୋଟି ପ୍ରାପ୍ୟ ନେଉଛନ୍ତି । ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ଏବେ ନୀରଜଙ୍କ ପାଖରେ ଅନେକ ବିଜ୍ଞାପନ ରହିଛି ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା