Masthead

ଓଡ଼ିଶା ଭୋଟ ଗଣୁଛି ଆନ୍ଧ୍ର

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): ଓଡ଼ିଶା ଭୋଟ ଗଣୁଛି ଆନ୍ଧ୍ର । ଆନ୍ଧ୍ର ସାଲୁରର ଏକ ସରକାରୀ ଡିଗ୍ରୀ କଲେଜରେ ବିବାଦୀୟ କୋଟିଆ ପଞ୍ଚାୟତର ଭୋଟ ଗଣତି କରୁଛି ଆନ୍ଧ୍ର । ଓଡ଼ିଶାର ବିରୋଧ ସତ୍ତେ୍ବ ଗତ ଏପ୍ରିଲ ୮ ତାରିଖରେ ସାଲୁର ମଣ୍ଡଳ ୧୬ଟି ପଞ୍ଚାୟତ ମଧ୍ୟରୁ କୋଟିଆ ପୁଞ୍ଜର  ଗଞ୍ଜେଇପଦରରେ ଆନ୍ଧ୍ର ସରକାର ବଳପୂର୍ବକ  କରିଥିଲା ନିର୍ବାଚନ। ତେବେ ବହୁ ବାଦ ବିବାଦ ପରେ ଆଜି ଭୋଟ ଗଣତି କରୁଛି ଆନ୍ଧ୍ର।

ଆନ୍ଧ୍ର ହାଇକୋର୍ଟର ଏକ ବେଞ୍ଚ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ପରେ ଏହି ନିଷ୍ପତ୍ତିର ପୁନଃ ବିଚାର କରି ଭୋଟ ଗଣତି କରିବାକୁ ନିର୍ଦ୍ଦେଶ ଦେବା ପରେ ଆଜି ଭୋଟ ଗଣତି ହୋଇଛି । ଓଡ଼ିଶା ମାଟିରେ ଆନ୍ଧ୍ର ନିର୍ବାଚନ କରି ଭୋଟ ଗଣତି କରୁଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ପକ୍ଷରୁ ଏନେଇ ସେପରି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଯାହା ଓଡିଶାଙ୍କୁ ଆଉ ଏକ ଶକ୍ତ ଧକ୍କା ଦେଇଛି। ରାଜ୍ୟରେ  ଆରମ୍ଭ ହେବ ଜଗନମୋହନ ଶାସନ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ