Masthead

ପ୍ରାଣଘାତୀ ଅଶୁଦ୍ଧ ଅକ୍ସିଜେନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ମୃତ୍ୟୁସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଦ୍ୱିତୀୟ ଲହର ଆରମ୍ଭରେ ରୋଗୀ ସଂଖ୍ୟା ତୁଳନାରେ ଅକ୍ସିଜେନ ନ ମିଳିବାରୁ ସମସ୍ୟା ସୃଷ୍ଟି ହୋଇଥିଲା । ଦେଶରେ ଅକ୍ସିଜେନ୍ ଅଭାବ ଦୂର କରିବା ପାଇଁ ବାହାର ଦେଶ ଉପରେ ନିର୍ଭର କରିଥିଲେ ସରକାର । ବାହାର ଦେଶରୁ ଅକ୍ସିଜେନ ମଗାଯ୍ଧବ ଆବଶ୍ୟକତା ପୂରଣ ହୋଇଥିଲା ।

କିନ୍ତୁ ଏହା ମଧ୍ୟରେ ଆସିଛି ଆଉ ଏକ ରିପୋର୍ଟ । ଅଶୁଦ୍ଧ ଅକ୍ସିଜେନ ନେଇ କିଛି କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଯାହା ଇଣ୍ଟରନ୍ୟାସନାଲ ସାଇନ୍ସି ଆଣ୍ଡ ପଲ୍ୟୁସନ ରିସର୍ଚରୁ ଜଣାପଡ଼ିଛି । ଅକ୍ସିଜେନ ଅଶୁଦ୍ଧତା ଦୂର କରିବା ପାଇଁ ଆଇସିଏମଆର ଓ ପିଜିଆଇର ଡାକ୍ତର ବିଭିନ୍ନ ପରାମର୍ଶ ଦେଇଛନ୍ତି । ସେମାନେ କହିଛନ୍ତି, ମଣିଷ ଶରୀରରେ ଅକ୍ସିଜେନ ହାରାହାରି ୯୯.୯୯ ପ୍ରତିଶତ ଶୁଦ୍ଧ ରହିବା ଦରକାର ।

ଏଥିରେ ଫଙ୍ଗସ ଲକ୍ଷଣ ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ ହେବା ଜରୁରୀ । ସେମାନେ ଆହୁରି ମଧ୍ୟ କହିଛନ୍ତି ପୂର୍ବରୁ ଯେଉଁ ସବୁ ଅକ୍ସିଜେନ ବିଦେଶରୁ ଆମଦାନୀ ହୋଇଥିଲା ତାହ ଅଶୁଦ୍ଧ ଥିଲା । ଅକ୍ସିନେଜ ରିଫିଲ ବେଳେ କିଛି ଅସୁବିଧା ପରିଲିଖିତ ହୋଇଥିଲା । ଯାହା ଦ୍ୱାରା କିଛି ଲୋକଙ୍କ ମୃତ୍ୟୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା