Masthead

ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳନ

ଖୋର୍ଦ୍ଧା(ବଡ଼ ଖବର ବ୍ୟୁରୋ): ଶୁକ୍ରବାର ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଖୋର୍ଦ୍ଧା ମଙ୍ଗଳାଯୋଡ଼ି ବୃଦ୍ଧା ଦିବସରେ ପାଳନ କରାଯାଇଛି । ଆରଏଚଟିସି ଟାଙ୍ଗୀ ଦ୍ବାରା ଏମ୍ସ ଭୁବନେଶ୍ବର ପକ୍ଷରୁ ଏଠାରେ ଯୋଗ କରାଯାଇଛି । ଟାଙ୍ଗୀ ମହାବିଦ୍ୟାଳୟର ଯୋଗଗୁରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃଦ୍ଧାଶ୍ରମର ସଦସ୍ୟମାନଙ୍କୁ ଯୋଗ ଶିଖାଇଥିଲେ । ଯୋଗ ଜରିଆରେ ସୁସ୍ଥ ଓ ନିରାମୟ ଜୀବନର ବାର୍ତ୍ତା ଦିଆଯାଇଛି ।

ହସ ଦ୍ବାରା ବହୁ ରୋଗ ଓ ମନର ବିଷାଦ ଦୂର ହୋଇ ପାରିବ । ବୃଦ୍ଧା ଶ୍ରମରେ ଥିବା ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଯୋଗ ସହ ସେମାନଙ୍କ ସବ ବିଭିନ୍ନ ପ୍ରକାରର ଖେଳ ମଧ୍ୟ ଖେଳାଯାଇଛି । ଏହି ଅବସରରେ ଏମ୍ସର ବରିଷ୍ଠ ଡାକ୍ତର ଶୁଭକାନ୍ତ ସାହୁ ବରିଷ୍ଠ ନାଗରିକମାନଙ୍କୁ ସ୍ବାସ୍ଥ୍ୟ ଭିତ୍ତିକ ପରାମର୍ଶ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ