Masthead

ଜିତିବା ପରେ ହିଁ କେନ୍ଦ୍ରକୁ ଟାର୍ଗେଟ !

କୋଲକାତା(ବଡ଼ ଖବର ବ୍ୟୁରୋ): ନିର୍ବାଚନକୁ ନେଇ ସାରା ଦେଶର ନଜର ରହିଥିଲା ପଶ୍ଚିମବଙ୍ଗ ଉପରେ । ଏହା ମଧ୍ୟରେ ମମତା ନିଜ ଭବାନୀପୁର ଆସନରୁ ଜିତିଛନ୍ତି । ଜିତିବା ପରେ ପରେ ହିଁ କେନ୍ଦ୍ରକୁ କଡ଼ା ସମାଲୋଚନା କରିଥିବାର ଦେଖିବାକୁ ମିଳିଛି । ସେପଟେ ନିଜ ବିଜୟ ପଛର ସମସ୍ତ ଶ୍ରେୟ ଜନସାଧାରଣଙ୍କୁ ମମତା ବାନାର୍ଜୀ ଦେଇଛନ୍ତି । ହେଲେ ନିଜର ପ୍ରଥମ ପରାଜୟକୁ ଦିଦି ଏପର୍ଯ୍ୟନ୍ତ ଭୁଲି ନାହାଁନ୍ତି । କାହିଁକିନା ନିର୍ବାଚନ ଜିତିବା ପରେ ମଧ୍ୟ ନନ୍ଦିଗ୍ରାମର କଥା ଦିଦି ମନେପକାଇଛନ୍ତି । ଭବାନୀପୁର ଆସନରରେ ବିପୁଳ ଭୋଟରେ ମମତା ବିଜୟ ହାସଲ କରିଛନ୍ତି ।

ସେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୯ ହଜାର ଭୋଟରେ ହରାଇଛନ୍ତି । ଏହାକୁ ମିଶାଇ ସେ ପଶ୍ଚିମବଙ୍ଗରେ ହାଟ୍ରିକ ବିଜୟ କରିଛନ୍ତି । ସେପଟେ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ତାଙ୍କୁ ଷଡ଼ଯନ୍ତ୍ର କରି ପରାସ୍ତ କରାଯାଇଥିଲା ବୋଲି କହିଛନ୍ତି । କିନ୍ତୁ ଭବାନୀପୁର ଏବଂ ପଶ୍ଚିମବଙ୍ଗର ଜନତା ଏବେ ଏହାର ଜବାବ ଦେଇଛନ୍ତି ବୋଲି ମମତା ବାନାର୍ଜୀ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼