Masthead

ଶାହାରୁଖଙ୍କ ସମର୍ଥନରେ ଶଶି ଥରୁର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ବଲିଉଡ୍ କିଙ୍କ ଖାନଙ୍କ ପୁଅ ସପକ୍ଷରେ ବାହାରିଲେ କଂଗ୍ରେସ ନେତା ଶଶି ଥରୁର । ଶାହାରୁଖଙ୍କ ପୁଅଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ କଡା ଜବାବ ଦେଇଛନ୍ତି ଶଶି । ମୁମ୍ବାଇ ରେଭ ଡ୍ରଗ୍ସ ପାର୍ଟି ମାମାଲାରେ ଶାହାରୁଖ ଖାନଙ୍କ ପୁଅ ଗିରଫ ହୋଇଛନ୍ତି । ସୋମବାର ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ କୋର୍ଟ ତାଙ୍କୁ ଏନସିବି ରିମାଣ୍ଡକୁ ପଠାଇଦେଇଛନ୍ତି । ଆର୍ଯ୍ୟନଖାନ ଗିରଫ ହେବା ମାମଲା ଏବେ ଲଗାତାର ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସମୟରେ କଂଗ୍ରେସ ନେତା ଶଶି ଥରୁର ଶାହାରୁଖ ଖାନଙ୍କ ପରିବାର ପ୍ରତି ସହାନୁଭୂତି ଦେଖାଇଛନ୍ତି ।

ସେ ଟୁଇଟ କରି କହିଛନ୍ତି ,ମୁଁ ଡ୍ରଗ୍ସର ପ୍ରଶଂସକ ନୁହେଁ,  ଡ୍ରଗ୍ସ ନେବା ପାଇଁ ଚେଷ୍ଟା ମଧ୍ୟ କରିନି । କିନ୍ତୁ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ ହେବା ଘଟଣାକୁ ଲୋକେ ଚର୍ଚ୍ଚା ଉଚିତ ନୁହେଁ । ଖାଲି ଏତିକି ନୁହେଁ ସେ କହିଛନ୍ତି , ବନ୍ଧୁଗଣ ଟିକେ ସହାନୁଭୂତ ରଖନ୍ତୁ । ସାର୍ବଜନୀନ ରୂପେ ଅବବାଦ ଯଥେଷ୍ଟ ହୋଇଛି । ତେବେ ଶିଶିଙ୍କ ଏହି ଟୁଇଟ ଏବେ ଚର୍ଚ୍ଚର ବିଷୟ ପାଲଟିଛି । ଶାହାରୁଖ ଖାନଙ୍କ ସପକ୍ଷରେ ମଧ୍ୟ ଅନେକ ବଲିଉଡ ଅଭିନେତା ଏ ଅନେତ୍ରୀମାନେ ବାହାରିଥିବା ଜଣାପଡିଛି ।

ସଲମାନ ଖାନଙ୍କ ଠାରୁ ଆରମ୍ଭ କରି ହ୍ରିତିକ ରୋଶନଙ୍କ ପ୍ରଥମ ପତ୍ନୀ ସୁଜେନ ଖାନ ମଧ୍ୟ ଶାହାରୁଖଙ୍କ ସମର୍ଥନରେ ଅଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଅନେକ କଳାକାର ଏ ନେଇ ପୋଷ୍ଟ କରିଛନ୍ତି । ସୂଚନା ଅନୁଯାୟୀ, ଏନସିବି ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଚଢାଉ କରି ଆର୍ଯ୍ୟନ ଖାନଙ୍କୁ ଗିରଫ କରିଛି । ଚଢାଉ ପରେ ୧୩ ଗ୍ରାମ କୋକିନ, ୨୧ ଗ୍ରାମ ଚରସ ଓବଂ ୨୨ଟି ଟାବଲେଟ ମିଳିଥିଲା । ତେବେ ଆର୍ଯ୍ୟନଙ୍କ ବିରୋଧରେ ଡ୍ରଗ୍ସ କିଣାବିକାରେ ସାମିଲ ଥିବା ଆଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼