Masthead

ଘରକୁ ଖାଇବାକୁ ଡାକି ଦୁଷ୍କର୍ମ କଲେ ଡାକ୍ତର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଘରକୁ ଖାଇବାକୁ ଡାକି ଦୁଷ୍କର୍ମ କଲେ ଡାକ୍ତର। ଦିଲ୍ଲୀ ଏମ୍ସର ଜଣେ ବରିଷ୍ଠ ଡାକ୍ତର ନିଜର ସହଯୋଗୀଙ୍କୁ ଘରକୁ ଖାଇବାକୁ ଡାକି ଦୁଷ୍କର୍ମ କରିଥିବା ଅଭିହୋଗ ହୋଇଛି। ପୀଡିତା ଜଣକ ପୋଲିସରେ ଏ ନେଇ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି। ଦକ୍ଷିଣ ଦିଲ୍ଲୀର ହୋଜ ଥାନା ଅଞ୍ଚଳରେ ରହୁଥିବା ଏମ୍ସର ଜଣେ ବରିଷ୍ଠ ଡାକ୍ତର ଅକ୍ଟୋବର ୧୦ ତାରିଖରେ ନିଜ ଘରେ ଏକ ଭୋଜିର ଆୟୋଜନ କରିଥିଲେ।  ନିଜର ଜଣେ ମହିଳା ସହଯୋଗୀଙ୍କୁ ଡକାଇଥିଲେ। ଭୋଜିକୁ ନିମନ୍ତଣ କରିଥିଲେ। ତେବେ ମହିଳା ଜଣକ ଆସିବା ପରେ ଏକୁଟିଆ ସୁଯୋଗ ନେଇ ମହିଳାଙ୍କ ସହିତ ଜୋରଜବରଦସ୍ତି ଡାକ୍ତର ଦୁଷ୍କର୍ମ କରିଥିଲେ।

ଦୁଷ୍କର୍ମ ପ‌ରେ ଘଟଣା ସମ୍ପର୍କରେ କାହାକୁ ନକହିବାକୁ ତାଗିଦ କରିଥିଲେ। ଯଦି କାହାକୁ କିଛି ଜଣାନ୍ତି ତାଙ୍କୁ ଚାକିରିରୁ ବହିଷ୍କା କରିଦେବାକୁ ଧମକ ଦେଇଥିଲେ। କିନ୍ତୁ ମହିଳା ଜଣକ ଡାକ୍ତରଙ୍କ ଧମକକୁ ଭୟ ନକରି ଥାନାରେ ଯାଇ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ