Masthead

ଅଶାନ୍ତ ହୋଇଛି କାଶ୍ମୀର, ୬ ଦିନରେ ୯ ଯବାନ ସହିଦ

ଜମ୍ମୁ-କାଶ୍ମୀର (ବଡ଼ ଖବର ବ୍ୟୁରୋ): ଜମ୍ମୁ-କାଶ୍ମୀର ପୁଞ୍ଚ ସେକ୍ଟରରେ ଆତଙ୍କୀ ହମଲା । ୬ ଦିନ ହେଲା ଜାରି ରହିଛି ଏନକାଉଣ୍ଟର । ଫଳରେ ଅଶାନ୍ତ ହୋଇଛି ଜମ୍ମୁ-କାଶ୍ମରୀ ।  ଶନିବାର ସର୍ଚ୍ଚ ଅପରେସନ ସମୟରେ ଜଣେ ଜିଇଓଙ୍କ ସହିତ ୨ ସୈନିକଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ବିଗତ ୬ଦିନର ଏନକାଉଣ୍ଟରରେ ମୋଟ ୯ ଯବାନ ସହିଦ ହୋଇଛନ୍ତି ।

ପୁଞ୍ଚର ସୁରନକୋଟ ଜଙ୍ଗଲରେ ସୋମବାର ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଥାନାମଣ୍ଡିରୁ ପୁଞ୍ଚର ମେଣ୍ଡର ପର୍ଯ୍ୟନ୍ତ ଏନକାଉଣ୍ଟର କରାଯାଇଥିଲା । ତେବେ ପୂର୍ବରୁ ରାଇଫଲ୍ ମ୍ୟାନ ବିକ୍ରମ ସିଂହ ନେଗୀ ଓ ଯୋଗମ୍ବର ସିଂହଙ୍କର ନାର ଖାସ ବନ ଏନକାଉଣ୍ଟରରେ ସହିଦ ହୋଇଥିଲେ । ପୂର୍ବରୁ ଅକ୍ଟୋବର ୧୧ ତାରିଖରେ ଜଣେ ଜୁନିୟର ଅଧିକାରୀଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼