Masthead

ଅନ୍ଧାରରେ ଚାନ୍ଦୁଆ ନଗରୀ ପିପିଲି

ପିପିଲି (ବଡ଼ ଖବର ବ୍ୟୁରୋ): ଅନ୍ଧାରରେ ଚାନ୍ଦୁଆ ନଗରୀ ପିପିଲି । ପିପିଲିର ପ୍ରବେଶ ପଥ ଦାଣ୍ଡମୁକୁନ୍ଦପୁର ର ଭଗୁଆବାଙ୍କ, ଡେ଼ଲାଙ୍ଗ ଛକ, ତରାକାଜ ଓ ବିଜୁ ପଟ୍ଟନାୟକ ଚିଲ୍ଡରେନ୍ସ ପାର୍କ ଅନ୍ଧକାରରେ ପଡ଼ିରହିଛି । ବଜାରକୁ ଲାଗିରହିଥିବା ଜାତୀୟ ରାଜପଥ ମଧ୍ୟ ସମ୍ପୂର୍ଣ୍ଣ ଅନ୍ଧକାର। ଅନ୍ଧକାର ପାଇଁ ଦିନକୁ ଦିନ ଦୁର୍ଘଟଣା , ରାହାଜାନୀ ଓ ନିଶା କାରବାର ବଢ଼ିଚାଲିଛି ।

କିଛି ଟା ଷ୍ଟ୍ରିଟ ଲାଇଟ୍ ଥିଲେ ବି ଫନୀ ବାତ୍ୟା ପର ଠାରୁ ଅଚଳ ଅବସ୍ଥାରେ ପଡ଼ିରହିଛି । ଯେଉଁଥି ପାଇଁ ଏହି ଅନ୍ଧକାର ପାଇଁ ମହିଳାମାନେ ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ସେପଟେ ଅନ୍ଧକାର ହେତୁ ପର୍ଯ୍ୟଟକ ବି ପିପିଲି ବଜାରକୁ ପ୍ରବେଶ କରୁନାହାନ୍ତି । ଚାନ୍ଦୁଆ ବେପାର ସମ୍ପୂର୍ଣ୍ଣ ମାନ୍ଦା ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ