Masthead

ନୃଶଂସ ବାପାର ବିଭତ୍ସକାଣ୍ଡ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧିନ କାଶିମପୁର ଗ୍ରାମର ନୃସିଂହ ମଲ୍ଲିକକଙ୍କ ପୁଅ ଚନ୍ଦନ ମଲ୍ଲିକ ନିଜ ସ୍ତ୍ରୀ ତଅପୋଇ ମଲ୍ଲିକଙ୍କ ଚରିତ୍ରକୁ ସନ୍ଦେହ କରି ଦୀର୍ଘଦନ ହେବ ନିର୍ୟାତନା କରିଆସୁଥିଲା । ତେବେ ଗତକାଲି ବିଳମ୍ବିତ ରାତ୍ରରେ ନିଜ ସ୍ତ୍ରୀ କୁ ବାଡ଼େଇବା ସହ ୨ ପିଲା ଓ ସ୍ତ୍ରୀ କୁ ଠାକୁରଙ୍କ ଘରେ ଚାବି ପକେଇ ରଖିଥିଲା ।

ତେବେ ଆଜି ସଖାଳୁ ନିଜର ୪ ବର୍ଷର ଝିଅକୁ ଠାକୁର ଘରେ ଥିବା ଏକ ବ୍ଲଡରେ ଝିଅର ଯୌନାଙ୍ଗକୁ ବାରମ୍ବାର କାଟିଥିଲା । ଫଳରେ ଝିଅ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ଭଦ୍ରକ ମେଡିକାଲ ନେଇଥିଲେ । ଖବର ପାଇ ଧୁସୁରି ଥାନା ଏସଆଇ ଘଟଣାସ୍ଥଳରେ ପହଞ୍ଚି ଚନ୍ଦନକୁ ଥାନାକୁ ଆଣିଥିଲେ । ସ୍ତ୍ରୀ ତପୋଇର ଅଭିଯୋଗ କ୍ରେମେ ପୋଲିସ ମାମଲା ରୁଜୁ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’