Masthead

ଆଇପିଏଲର ଟିମ୍ ବିଡିଂ, ନୂଆ ଟିମ କିଣିବା ଦୌଡରେ ଆଗରେ ଅଛି ଜେଏସପିଏଲ

କଟକ (ବଡ଼ ଖବର ବ୍ୟୁରୋ): ଆଇପିଏଲର ନୂତନ ଟିମ୍ ବିଡିଂରେ ଅଛନ୍ତି ୨୦ ଟି ଫ୍ରାଞ୍ଚାଇଜ । ନୂଆ ଟିମ କିଣିବା ଦୌଡରେ ଆଗରେ ଅଛି ଜେଏସପିଏଲ । ନୂଆ ଟିମ ପାଇଁ କଟକ ହୋମ ଗ୍ରାଉଣ୍ଡ କରିବାକୁ ନିବେଦନ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ବାରବାଟିରେ ରହିଛି ସମସ୍ତ ସୁବିଧା । ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ ଅଧିକ ସଂଖ୍ୟକ ସିଟ୍ ରହିଥିବା ବେଳେ ଭିଭିଆଇପି ପାଇଁ ରହିଛି ଅତ୍ୟାଧୁନିକ ଭିଭିଆଇପି ବକ୍ସ ।

ଏଥିପାଇଁ ନିଲାମଧରି କମ୍ପାନୀକୁ ସମସ୍ତ ସହଯୋଗ କରିବ ଓସିଏ । ସରକାରଙ୍କ ତରଫରୁ ମଧ୍ୟ ସମ୍ପୃକ୍ତ କମ୍ପାନୀଙ୍କୁ ସାହାଯ୍ୟ କରାଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ । କଟକକୁ ଭେନ୍ୟୁ କଲେ ଭଲ ରେଭିନ୍ୟୁ ପାଇ ପାରିବେ ଫ୍ରାଞ୍ଚାଇଜ। ଏହା ସହ ଓଡ଼ିଆ କ୍ରିକେଟରଙ୍କୁ ଆଇପିଏଲ ଖେଳିବା ପାଇଁ ଭଲ ସୁଯୋଗ ପାଇ ପାରିବେ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି