Masthead

ଦିବ୍ୟଶଙ୍କରଙ୍କ ରାଇପୁର ଘରେ ହେଉଥିଲା ବୁଝାମଣା: ବିଜୟ ମହାପାତ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାଙ୍ଘାତିକ ଖୁଲାସା । ମମିତା ପ୍ରସଙ୍ଗରେ ବଡ଼ ଅଭିଯୋଗ ଆଣିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ରାଇପୁର ଘରେ ହୋଇଥିଲା କମ୍ପ୍ରମାଇଜ୍ ଉଦ୍ୟମ । ବୁଝାମଣା ବିଫଳ ହେବାରୁ ଘଟିଛି ହତ୍ୟାକାଣ୍ଡ । ଘଟଣାର ପ୍ରମାଣ ରହିଛି କଲ୍ ରେକର୍ଡରେ । ଯାହା ଥାର୍ଡ ଫ୍ଲୋରରେ ବି ପହଞ୍ଚିଛି । ଉପର ଅଫିସରଙ୍କୁ ସବୁ ଜଣା ଅଛି । କିନ୍ତୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ବିଜୟ ମହାପାତ୍ର । ମମିତା ମେହେର ପ୍ରସଙ୍ଗରେ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଛନ୍ତି ବିଜୟ ମହାପାତ୍ର । କାହିଁକି ଗୋବିନ୍ଦଙ୍କୁ ପ୍ରଥମେ ହାଜତ ବଦଳରେ ରଖାଯାଇଥିିଲା ବାରାକରେ ?

ଏଯାଏଁ ମାଜିଷ୍ଟ୍ରେଟଙ୍କ ଆଗରେ କାହିଁକି ହୋଇନି ଦୋଷ ସ୍ୱୀକାରର ବୟାନ ରେକର୍ଡ ? କ୍ରାଇମର ତଦନ୍ତ ନୁହେଁ, ବରଂ ଡିଆଇଜି-ଏସପି ଫିଲ୍ମ ସୁଟିଂ କରୁଥିବା ଭଳି ଲାଗୁଛି । ଅପରାଧୀଙ୍କୁ ଖସାଇବାକୁ ପୋଲିସର ଯୋଜନା ହେଉଥିବା ସେ ଅଭିଯୋଗ କରିଛନ୍ତି । ବିଜୟ ଆଣିଥିବା ଅଭିଯୋଗ ଅତ୍ୟନ୍ତ ସାଙ୍ଘାତିକ । ଯାହା ଘଟଣାରେ ମନ୍ତ୍ରୀଙ୍କ ସିଧାସଳଖ ସଂପୃକ୍ତିର ବଡ଼ ପ୍ରମାଣ । ସେପଟେ ବିଜୟଙ୍କ ଅଭିଯୋଗ ସଂପର୍କରେ ସରକାର କିମ୍ବା ମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ