Masthead

କଙ୍ଗାରୁକୋର୍ଟରେ ନିର୍ଯାତନା

ଦଶପଲା (ବଡ଼ ଖବର ବ୍ୟୁରୋ):  କଙ୍ଗାରୁକୋର୍ଟରେ ନିର୍ଯାତନା । ଏଭଳି ଅଭିଯୋଗ ଆସିଛି ବାଣିଗୋଚ୍ଛା ଥାନା ଚଢ଼େୟାପଲ୍ଲୀ ଗାଁରୁ । ଗତ ଅଗଷ୍ଟ ମାସରେ ସେ ଗାଁର ଆରତ ନାୟକଙ୍କ ମୃତ୍ୟୁ ହୋଇଥିଲା । କିଛି ଦିନ ତଳେ ମୃତ ବ୍ୟକ୍ତିଙ୍କ ସାନବୋହୂ ଦେହରେ ଠାକୁରାଣୀ ଲାଗି ଶଶୁରଙ୍କୁ ଗୁଣି କରି ମାରିଦେଇଥିବା କହିଥିଲେ । ଅନ୍ଧ ବିଶ୍ୱାସକୁ ଭରସା କରି ଗାଁରେ ଗ୍ରାମରେ କୁଙ୍ଗାରୁ କୋଟ ବସିଲା । ନିଷ୍ପତି ଅନୁସାରେ ସେ ଗାଁର ସନ୍ତୋଷ ନାୟକ, ବିଘ୍ନରାଜ ସେଠି, ବିଦ୍ୟା ନାୟକ ଓ ଭରତ ନାୟକ ଦୋଷୀ ହୋଇଥିଲେ । ଦଣ୍ଡ ଥିଲା ଅମାନୁସିକତା ।

ଗତ ୧୯ ତାରିଖରେ ଗାଁ ନିଷ୍ପତି ଅନୁସାରେ ୫ ଜଣଙ୍କୁ ଗାଁ ମଝି ଦାଣ୍ଡରେ ଥିବା ଖୁଣ୍ଟରେ ବନ୍ଧା ଗଲା । ମାଡ ସାଙ୍ଗକୁ ମଣିଷ ବିଷ୍ଟା ଓ ଘୋଡା ବିଷ୍ଟା ଖାଇବାକୁ ଜବରଦସ୍ତି ଦେଇଥିଲେ । ଏନେଇ ଵାଣିଗୋଚ୍ଛା ଥାନା ରେ ସନାତନ ନାୟକ, ରମେଶ ସେଠୀ ୫ଜଣଙ୍କ ନାମରେ ଇତଲା ଦେଇôଥଲେ । ପୋଲିସ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ୫ଜଣ ସଞ୍ଜୟ ନାୟକ, ରୋହିତ ନାୟକ, କୃଷ୍ଣ ନାୟକ, ତାରାକାନ୍ତ ନାୟକ,ଭରତ ପ୍ରଧାନ ଫେରାର ôଥଲେ । ଗତକାଲି ଅଭିଯୁକ୍ତମାନଙ୍କୁ ଧରି ଆଜି ଡାକ୍ତର ମାଇନାପରେ କୋର୍ଟ ଫରୱାର୍ଡ କରିଛି ବାଣିଗୋଛା ପୋଲିସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା