Masthead

ଅଚଳ ହେବ ଆଇଜର

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଅଚଳ ହେବ ଆଇଜର । ଏନେଇ ଭାରତୀୟ ବିଜ୍ଞାନ ଶିକ୍ଷା ଅନୁସନ୍ଧାନ ଓ ଗବେଷଣା କେନ୍ଦ୍ରର ଅବବସ୍ଥାକୁ ନେଇ ଶିକ୍ଷାବିତ ମହଲରେ ବିଭିନ୍ନ ପ୍ରଶ୍ନ ଉଠୁଛି । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ୭ ଟି ଆଇଜର ମଧ୍ୟରୁ ବ୍ରହ୍ମପୁରରେ ୨୦୧୬ ରେ ଏହା ଆରମ୍ଭ ହୋଇଥିଲା । ଆଇଜର ଆରମ୍ଭ ହେବା ଦିନ ଠାରୁ ଏହା ସ୍ଥାନୀୟ ସରକାର ଆଇଆଇଟି ପରିସରରେ ଚାଲିଛି । ତେବେ ଏହି ଅସ୍ଥାୟୀ ପରିସରକୁ ବିଦୁତ ସଂଯୋଗ ଆଇଆଇଟିରୁ ଦିଆଯାଇଛି ।

ବାରମ୍ବାର ଆଇଆଇଟି ପକ୍ଷରୁ ତାଗିଦ କଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ୱତନ୍ତ୍ର ବିଦ୍ୟୁ‎ତ ସଂଯୋଗ କରୁ ନାହିଁ କି ବିଲ ମଧ୍ୟ ଦେଉ ନାହିଁ । ସେହିପରି ଘରଭଡ଼ା ମଧ୍ୟ କୋଟି କୋଟି ଟଙ୍କା ବାକି ଥିଲେ ମଧ୍ୟ ଆଇଜର କର୍ତ୍ତୃପକ୍ଷର କୌଣସି ଚିନ୍ତା ନାହିଁ । ଆଇଆଇଟି ବିଲ ବୋଝ ବହନ କରୁଥିବାରୁ ବିଦୁତ ସଂଯୋଗ ବିଛିନ୍ନ କରିବା ପାଇଁ ନିଷ୍ପତ୍ତି ନେଇଛି ।

ଯଦି ଚଳିତ ମାସ ୨୯ ତାରିଖ ସୁଦ୍ଧା ପଦକ୍ଷେପ ଗ୍ରହଣ ନକଲେ ୩୦ ତାରିଖ ସୁଦ୍ଧା ବିଦୁତ ବିଛେଦ କରାଯିବ ବୋଲି ଆଇଆଇଟି ପକ୍ଷରୁ ଲିକ୍ଷିତ ଚେତାବନୀ ଦିଆଯାଇଛି ବୋଲି ଜଣାପଡ଼ିଛି । ଆଇଆଇଟି ପକ୍ଷରୁ ଘର ଭଡ଼ା କିମ୍ବା ବିଦୁତ ବିଲ ଦିଆଯାଉ ନଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ ନାପସନ୍ଦ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!