Masthead

ପାଳନ ହେବନାହିଁ ଗୋମାତା ଆଲିଙ୍ଗନ ଦିବସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଫେବୃଆରୀ ୧୪ ରେ ଗୋମାତା ଆଲିଙ୍ଗନ ଦିବସ ପାଳନ କରିବାକୁ କରିଥିବା ଆବେଦନକୁ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ପଶୁ କଲ୍ୟାଣ ବୋର୍ଡ (AWB)  ଭାଲେଣ୍ଟାଇନ୍ସ ଡେରେ ଗୋମାତା ଆଲିଙ୍ଗନ ଦିବସ ପାଳନ କରିବାକୁ ଆବେଦନ କରିଥିଲେ । ଏହାକୁ ନେଇ ବହୁତ ଆଲୋଚନା ମଧ୍ୟ ହୋଇଥିଲା | ବୋର୍ଡର ଏହି  ପଦକ୍ଷେପକୁ ଅନେକ ଲୋକ ସମାଲୋଚନା କରିଥିବା ବେଳେ ଅନେକ ଏହାକୁ ସମର୍ଥନ ମଧ୍ୟ କରିଥିଲେ |

ତେବେ ଏହି ଆବେଦନ ପ୍ରତ୍ୟାହାର ସମ୍ପର୍କରେ ବୋର୍ଡ ଏକ ବିଜ୍ଞପ୍ତି ଜାରି କରିଛି। ଏହାପୂର୍ବରୁ ଭାଲେଣ୍ଟାଇନ୍ସ ଡେରେ ଗୋମାତା ଆଲିଙ୍ଗନ ଦିବସ ପାଳନ କରିବାକୁ ସରକାରଙ୍କୁ ବୋର୍ଡ ଆବେଦନ କରିଥିଲେ । ସେ ସମୟରେ ମଧ୍ୟ ବୋର୍ଡ ବିଜ୍ଞପ୍ତି ଜାରି କରିଥିଲା। ସେହି ବିଜ୍ଞପ୍ତିରେ ବୋର୍ଡ ଲେଖିଥିଲା, ଗାଇ ହେଉଛି ଆମର ମାତା ତେଣୁ ଏହି ଦିବସ ପାଳନ କରିବା ଉଚିତ । ବୋର୍ଡ କହିଥିଲେ ଯେ ଫେବୃଆରୀ ୧୪ ହେଉଛି ପ୍ରେମ ଦିନ, ତେଣୁ ଗୋମାତାଙ୍କୁ ଭଲ ପାଅ |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ