Masthead

ବନ୍ଧୁକ ଦେଖାଇ କାର ଲୁଟିନେଲେ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବଡ଼ବିଲରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ ଗତ କାଲି ସନ୍ଧ୍ୟା ରେ ଦୁଇ ଜଣ ଯୁବକ ବଡ଼ବିଲ ଟ୍ୟାକ୍ସସି ଷ୍ଟାଣ୍ଡରେ ପହଞ୍ଚି ଏକ ଗାଡି ଭଡା ନେବା କଥା କହିଥିଲେ । ଯୁବକ ମାନେ ଏକ ଭୋଜିକୁ ଯିବା କଥା କହି ଡ୍ରାଇଭର ରାହୁଲଙ୍କ  (OD02BL8967) ଗାଡିରେ ଯାଇଥିଲେ ।

ତେବେ ଯୋଡ଼ା ବସ ଷ୍ଟାଣ୍ଡରୁ ଆଉ ତିନି ଜଣ ସେହି ଗାଡ଼ିରେ ବସି କେନ୍ଦୁଝର ଅଭିମୁଖେ ଯାଇଥିଲେ ।  ତେବେ ରାସ୍ତାରେ ଯୁବକ ନାମେ ମଦ ପିଇ ଡ୍ରାଇଭରକୁ ବନ୍ଧୁକ ଦେଖାଇ ମାରପିଟ କରିବା ସହ ଗାଡି ମାଲିକକୁ ୧୦୦୦୦ ଟଙ୍କା ମାଗିବା ପାଇଁ ଡ୍ରାଇଭର ରାହୁଲଙ୍କୁ ବାଧ୍ୟ କରିଥିଲେ ।  ତା ପରେ ରାହୁଲ ପାଖରୁ ୯୩୦୦ଟଙ୍କା ସୁନା ମୁଦି ଓ ମୋବାଇଲ ନେଇ ରାହୁଲକୁ ଜଙ୍ଗଲ ମଝିରେ ଛାଡି କାର ନେଇ ଫେରାର ହୋଇଯାଇଥିଲେ ।  ଡ୍ରାଇଭର ରାହୁଲ ହୋସ ଆସିବା ପରେ ନିକଟରେ ଥିବା ଗାଁ କୁ ଆସି ତାଙ୍କ ବାପା ଓ ଗାଡି ମାଲିକଙ୍କୁ ଫୋନରେ ଡାକିବା ସହ ବଡ଼ବିଲ ଥାନରେ ଏକ ଲିଖିତ ଅଭଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା