Masthead

ମନିଷ ସିସୋଦିୟାଙ୍କୁ ପୁଣି ସମନ ଜାରି କଲା ସିବିଆଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କୁ ଅବକାରୀ ନୀତି ମାମଲାରେ ସିବିଆଇ ପୁଣିଥରେ ସମନ ଜାରି କରିଛି । ଫେବୃଆରୀ ୨୬ରେ ସିବିଆଇ ପୁଣି ଡାକିଥିବା ନେଇ ନିଜେ ସିସୋଦିୟା ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ମନିଷ ସିସୋଦିୟାଙ୍କୁ ସିବିଆଇ ଫେବୃଆରୀ ୧୯ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲା । ବଜେଟକୁ ଅନ୍ତିମ ରୂପ ଦେବା ପାଇଁ ଆଉ କିଛି ସମୟ ଦେବା ଲାଗି ସିବିଆଇକୁ ସିସୋଦିୟା ଅନୁରୋଧ କରିଥିଲେ ।

ସିସୋଦିଆ ଫେବୃୟାରୀ ମାସରେ କୌଣସି ଦିନ ସିବିଆଇରେ ହାଜର ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତଦନ୍ତଅନୁସାରେ ସିବିଆଇ ପକ୍ଷରୁ ମଞ୍ଜୁର ହେବା ସହ ନୂଆ ତାରିଖ ସହ ନୂଆ ସମନ ଜାରି ବୋଲି କହିଥିଲା । ତେବେ ଏହି ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ପୂନର୍ବାର ସମନ ଜାରି କରିଛି ସିବିଆଇ । ଏଥିରେ ଆସନ୍ତା ୨୬ ରେ ସିବିଆଇରେ ହାଜର ହେବା ପାଇଁ ସ୍ପଷ୍ଟ ନିଦେ୍ର୍ଦଶ ଦିଆାଇଛି । ଏ ସମ୍ପର୍କରେ ମନିଷ ସିସୋଦିଆ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ସୁପ୍ରିମକୋର୍ଟରେ ମେୟର ମାମଲା ହାରିବାରେ ବିଜେପି ତାଙ୍କ ଉପରେ ରାଗ ସୁଝାଇବା ଉଦେ୍ଦଶ୍ୟରେ ଏସବୁ କରିଛି ବୋଲି ଅଭିଯୋଗ କରିଛନ୍ତି । ବିଜେପି ନିଦେ୍ର୍ଦଶରେ ସିବିଆଇ ସମନ ଜାରି କରିଥିବା କହିଛନ୍ତି । ସିସୋଦିଆ କହିଛନ୍ତି ଯେ ଦିଲ୍ଲୀ ବଜେଟରେ ସିବିଆଇ , ଇଡି ତାଙ୍କୁ ଯେ କେହିବି ଗିରଫ କରିବା କଥା କରୁ , ତାଙ୍କର କୌଣସି ଆପତ୍ତି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ