Masthead

ଜୟନାରାୟଣଙ୍କ ପାଇଁ ମୁଁ ସୁରକ୍ଷିତ: କୁସୁମ ଟେଟେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ କୁସୁମ ଟେଟେ । ବିଜେଡି ଦଳରେ ଅନେକ ବଳତ୍କାରୀ ହତ୍ୟାକାରୀ ବିଧାୟକ ଅଛନ୍ତି। ସେମାନଙ୍କୁ ଡର ଲାଗୁନି।ଜୟ ନାରାୟଣ ଙ୍କ ପୋଲିସ ସହିତ କେଶ ଚାଲିଛି। ବିଜେଡି ମହିଳା ବିଧାୟକ କାହିଁକି ନିଜକୁ ଅସୁରକ୍ଷିତ ଭାବୁଛନ୍ତି।ଆମେ ତ ଅସୁରକ୍ଷିତ ଭାବୁଛୁ।ଜୟ ନାରାୟଣ ମିଶ୍ର ଅଛନ୍ତି ବୋଲି ନିଜକୁ ସୁରକ୍ଷିତ ଭାବୁଛି ବୋଲି କହିଛନ୍ତି କୁସୁମ ଟେଟେ। ତିର୍ତ୍ତୋଲ ବିଧାୟକଙ୍କୁ ଆମକୁ ଡର ଲାଗିଲାଣି। ତାଙ୍କର ମାଳମାଳ ବିଧାୟକ ଆଇନ ଉଲ୍ଲଂଘନ ରେ ସାମିଲ ଅଛନ୍ତି। ତାଙ୍କୁ ଡର ଲାଗୁନି। ଏଠି ଯେଉଁ ମନ୍ତବ୍ୟ ଦେଉଛନ୍ତି ବୁଝି ବିଚାରି ମନ୍ତବ୍ୟ ଦେଲେ ଭଲ ହୁଅନ୍ତା। କାହାକୁ କିଏ ପାଗଳ କହିଦେଲେ ହେବ ନାହିଁ। ଲୋକଙ୍କ ସମସ୍ୟା ଉଠାଇଲେ ପାଗଳ କହୁଛନ୍ତି।କାହାକୁ ହତ୍ୟାକାରୀ କହୁଛନ୍ତି। ଶାସକ ବିଜେଡି ପାଖରେ ପ୍ରସଙ୍ଗ ନଥିବାରୁ ଏଭଳି କହୁଛନ୍ତି। ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ରେ ପୁରୁଷଙ୍କୁ ଅପହରଣ ଅଭିଯୋଗ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ