Masthead

ବଡ଼ ଖବର ର ବଡ଼ ପ୍ରଭାବ, ଫେରିଲେ ୬ ଦାଦନ ଶ୍ରମିକ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ବଡ଼ ଖଵର ର ବଡ଼ ପ୍ରଭାବ, ଭିଟାମାଟିକୁ ଫେରିଲେ ବାହାର ରାଜ୍ୟରେ ବନ୍ଧକ ଥିବା ଦାଦନ ଶ୍ରମିକ । ତେଲେଙ୍ଗାନାରେ ବନ୍ଧକ ଥିବା ୬ ଜଣ ଦାଦନ ଶ୍ରମିକ ନିଜ ଭିଟା ମାଟିକୁ ଫେରିଛନ୍ତି। ଭିଟା ମାଟିକୁ ଫେରି ବଖାଣି ଛନ୍ତି ତାଙ୍କ ସହିତ ବିତି ଥିବା ଅତ୍ୟାଚାରର କାହାଣୀ। ପୁରୁଷ ହେଉ କି ମହିଳା ସମସ୍ତଙ୍କୁ ମାଡ଼ ମାରୁଥିଲା ଭାଟି ମାଲିକ। ଗତ ଡିସେମ୍ବରରେ ନୂଆପଡା ଜିଲ୍ଲା ବୋଇରଭାଡ଼ି ପଞ୍ଚାୟତ ସରାଇପାଲି ଗାଁରୁ ୬ ଜଣ ଶ୍ରମିକ ସ୍ଥାନୀୟ ତେଲେଙ୍ଗାନାର କରିମନଗରର ଏକ ଇଟା ଭାଟିକୁ କାମ କରିବାକୁ ଯାଇଥିଲେ। ସେଠାରେ ଭାଟି ମାଲିକ ମାଡ଼ ମାରି ସମସ୍ତଙ୍କୁ ବନ୍ଧକ ରଖିଥିଲେ।

ବଡ଼ ଖବରରେ ଖଵର ପ୍ରସାରଣ ପରେ ପ୍ରଶାସନ ତତ୍ପରତା ଦେଖାଇଛି ଏବଂ ଶ୍ରମିକମାନଙ୍କୁ ଉଦ୍ଧାର କରିଛି । ଶ୍ରମିକ ମାନେ ଆସିଲେ ସିନା ହେଲେ ଏବେ ମାଡ଼ ଖାଇଥିବା ଦାଗ ଏବେ ବି ଲିଭିନି। ଅଗ୍ରୀମ ଟଙ୍କା ସ୍ଥାନୀୟ ସର୍ଦ୍ଦାରକୁ ପରିବାର ଲୋକ ଫେରାଇ ଦେଇଥିଲେ । ଯେଉଁ ଦୁଇ ମାସ କାମ କଲେ ସେତିକି ଦିନର ଟଙ୍କା ମଧ୍ୟ ତାଙ୍କୁ ଦେଇନାହିଁ ସମ୍ପୃକ୍ତ ଭାଟି ମାଲିକ ଓଲଟା ଆସିଲା ସମୟରେ ବି ତାଙ୍କଠୁ ଟଙ୍କା ଛଡାଇ ନେଇଥିବା କହିଛନ୍ତି ଶ୍ରମିକ ମାନେ। ତେବେ ନ୍ୟାୟ ପାଇଁ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକେ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ