Masthead

ଗୃହରେ ମନ୍ତ୍ରୀ ଭୁଆଁ ବୁଲାଉଛନ୍ତି: ନାଉରୀ ନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗରେ ନାଉରୀ ନାୟକଙ୍କ ପ୍ରତିକ୍ରିୟା । ଗୃହରେ ଉତ୍ତର ଦେଇ ମନ୍ତ୍ରୀ କହିଲେ ମୁଖ୍ୟ ଶାସନ ସଚିବ ଓ ଡ୍ରାଇଭର ସଂଘ ମଧ୍ୟରେ ଆଲୋଚନା ହୋଇଛି। ୩ ମାସ ମଧ୍ୟରେ ସମସ୍ୟାର ସମାଧାନ ହେବ। କିନ୍ତୁ ଏ ନିଷ୍ପତ୍ତିରେ ଡ୍ରାଇଭର ସଂଘ ସନ୍ତୁଷ୍ଟ ନୁହନ୍ତି। ସେମାନଙ୍କୁ ଆଗରୁ ମଧ୍ୟ ସରକାର ଅନେକ ଥର ପ୍ରତିଶ୍ରୁତି ଦେଇଥିଲେ।

ହେଲେ ଏଯାଏଁ ଦାବି ପୂରଣ ହୋଇ ନାହିଁ । ସରକାର ତୁରନ୍ତ ତାଙ୍କ ଦାବି ପୂରଣ ପାଇଁ ଆଲୋଚନା କରନ୍ତୁ। ରାଜ୍ୟରେ ଆଜି ଖାଦ୍ୟ ସମସ୍ୟା ଠାରୁ ଆରମ୍ଭ କରି ଯାତାୟାତରେ ଅନେକ ସମସ୍ୟା ଦେଖା ଦେଲାଣି । ମନ୍ତ୍ରୀ ଭୁଆଁ ବୁଲାଇବା ଭଳି ଗୃହରେ ଉତ୍ତର ରଖିଲେ। ଏହାକୁ ବିଜେପି ଗୁରୁତର ସହ ନେଇ ଡ୍ରାଇଭର ସଂଘ ସହ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ