Masthead

ମୟୂରଭଞ୍ଜରେ ଅଜଣା ପୋକ ଆତଙ୍କ

ବଡ଼ସାହି (ବଡ଼ ଖବର ବ୍ୟୁରୋ):  ବାଲେଶ୍ଵର ପରେ ଏବେ ମୟୂରଭଞ୍ଜରେ ଅଜଣା ପୋକ ଆତଙ୍କ। ଦୁଇ ଦିନ ପୂର୍ବରୁ ଏହି ପ୍ରକାର ପୋକ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରିଥିବା ବେଳେଏପରି ପ୍ରଜାତିର ପୋକ ଏବେ ଦେଖିବାକୁ ମିଳିଛି ବେତନଟୀ ବ୍ଲକର ସୀମାନ୍ତ ବର୍ତ୍ତି ଖଣ୍ଡଦେଉଳିଆ ଗ୍ରାମରେଏହି ପୋକ ଗ୍ରାମର ଚାରି ଆଡେ ବ୍ୟାପି ଯାଇଥିବା ବେଳେ, କାମୁଡି ଦେଲେ କୁଣ୍ଡେଇ ହେବା ସହିତ ଫଳି ଯାଉଥିବାର ଦେଖିବାକୁ ମିଳିଛି। ଲୋକମାନେ ଶାନ୍ତିରେ ରହି ପାରୁ ନଥିବାବେଳେ, ଶୋଇବା ସ୍ଥାନ, ଖାଦ୍ୟ ଜିନିଷ, ପୋଷାକରେ ପୋଲ ସାଲୁବାଲୁ ହୋଇ ଜୀବନ ଯାତ୍ରା ପ୍ରଭାବିତ ହେଉଛି ।

ପ୍ରଥମେ ଅଳ୍ପ କିଛି ପୋକ ଉଡ଼ି ଆସି ଥିବାବେଳେ, ତା ପରେ ଧିରେ ଧିରେ କଳା ଓ ନାଲି ରଙ୍ଗର ପୋକ ଗାଁ ସାରା ଭର୍ତ୍ତି ହୋଇଯାଇଥିଲେ। ଏପରିକି ଗ୍ରାମର ଅଙ୍ଗନବାଡ଼ି, ସ୍କୁଲରେ ମଧ୍ୟ ପୋକ ଉପଦ୍ରବ ଦେଖିବାକୁ ମିଳିଛି।ଫଳରେ ସ୍କୁଲ ରେ ପିଲାମାନଙ୍କ ପ୍ରତି ବିପଦ ରହିଥିବାବେଳେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ମଧ୍ୟ ବାଧା ଉପୁଜିଛି। ତେବେ ଶୀଘ୍ର ଏହାର ପ୍ରତିକାର କରା ନଗଲେ ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା କରୁଛନ୍ତି ଗ୍ରାମବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା