Masthead

ବିଧାନସଭା ବନ୍ଦ ହେବା କିଛି ବଡ଼ କଥା ନୁହେଁ: ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ଅଧିବେଶନକୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ପ୍ରତିକ୍ରିୟା । କହିଲେ ବିଧାନସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ହେଉଛି ବଜେଟ ଅଧିବେଶନ । ଗତ ୨୧ରୁ ଆରମ୍ଭ ହୋଇ ଗତକାଲି ବ୍ୟୟ ମଞ୍ଜୁର ବିଲ ପାରିତ ହେଲା। ଏହି ଭିତରେ ୨୩ ଟି କାର୍ଯ୍ୟ ଦିବସରେ ବିରୋଧୀଙ୍କ କଣ ଭୂମିକା ଥିଲା । କେମିତି ଗୃହ ଭିତରେ ତାମସା କରୁଥିଲେ ।

କୌଣସି କାରଣ ନ ଥାଇ ଗୃହକୁ ଅଚଳ କରୁଥିଲେ। ତାହା ଓଡିଶାବାସୀ ଦେଖିଛନ୍ତି। ଏହା ପରେ ୪ ଟି କାର୍ଯ୍ୟ ଦିବସ ଥିଲା। ଏହା ପୂର୍ବରୁ ବନ୍ଦ ହେବା କିଛି ବଡ଼ କଥା ନୁହେଁ। ମାସେରୁ ଅଧିକ ଦିନ ଧରି ବିଧାୟକମାନେ ବିଧାନସଭାରେ ଭାଗ ନେଇଛନ୍ତି। ନିଜ ଅଞ୍ଚଳକୁ ଯାଇ ପାରି ନହାନ୍ତି। ଆମର ବ୍ୟୟ ମଞ୍ଜୁର ବିଲ ପାରିତ ଦିନ ମଧ୍ୟ ବିରୋଧୀ ଦଳର ଭୂମିକା ଆପଣମାନେ ଦେଖିଛନ୍ତି । ସେଥିରେ ମଧ୍ୟ ସହଯୋଗ କରି ନାହାନ୍ତି।

ବିରୋଧୀ ଦଳଙ୍କ ପାଖରେ କୌଣସି ପ୍ରସଙ୍ଗ ନ ଥିଲା ବେଳେ ଏବେ ବିରୋଧ କରି ଏକ ସୁଆଙ୍ଗ କରୁଛନ୍ତି । ଲୋକ ବୁଝିସାରିଛନ୍ତି। ସେଥିପାଇଁ ସେମାନେ ବିରୋଧୀ ଦଳରେ ଅଛନ୍ତି। ଦିନକୁ ଦିନ ସେମାନେ ତଳକୁ ତଳକୁ ଯାଉଛନ୍ତି। ବିରୋଧୀ ଦଳ ଗୃହ ଚଳେଇବାରେ ବିରୋଧୀଙ୍କ ପ୍ରମୁଖ ଭୂମିକା ଥାଏ। ହେଲେ ବିଧାନସଭାର ଅନେକ ପ୍ରସଙ୍ଗକୁ ସେମାନେ ବନ୍ଦ କରେଇ ଦେଇଛନ୍ତି। ଏଥିରୁ ବିରୋଧୀଙ୍କ ଆନ୍ତରିକତା ଜଣାପଡୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼