Masthead

ବିହାରରେ ୧୦୦୦ କେନ୍ଦ୍ରୀୟ ଫୋର୍ସ ମୁତୟନ

ବିହାର(ବଡ଼ ଖବର ବ୍ୟୁରୋ): ବିହାର ସ୍ଥିତି ଅସମ୍ଭାଳ । ୧୦୦୦ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ଏବେ ପର୍ଯ୍ୟନ୍ତ ୧୨୫ ଜଣ ଗିରଫ ହୋଇଛନ୍ତି । ବିହାରର ସାସାରାମ , ନାଳନ୍ଦା ଓ ରୋହତାସ ଜିଲ୍ଲାରେ ସାମ୍ପ୍ରଦାୟିକ ହିଂସା ଉଗ୍ର ରୂପ ନେଉଛି । ରାମ ନବମୀ ହିଂସା ପରଠାରୁ ସାସାରାମ ଓ ବିହାରଶରିଫ ସହରରେ ୧୪୪ ଧାରା ଜାରି କରାଯାଇଛି । ମାମଲାରେ ବିହାରଶରିଫ ଓ ନାଳନ୍ଦାରୁ ୧୨୫ ଜଣଙ୍କୁ ଗିରଫ କରାଯାଇଛି । ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି ।

ସ୍ଥିତି ଅସମ୍ଭାଳ ହେବା ଆଶଙ୍କାରେ ସିଆରପିଏଫ, ଏସଏସବି, ଆଇଟିବିପିୁ ଓ ସିଏପିଏଫର ପ୍ରାୟ ୧ହଜାର ଯବାନଙ୍କୁ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉଚ୍ଚସ୍ତରୀୟ ବୈଠକ ଡାକି ପୋଲିସ ଅଧିକାରୀମାନଙ୍କୁ ଆଲର୍ଟ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ୫ଲକ୍ଷର ଅନୁଗ୍ରହ ରାଶି ଦିଆଯିବା ନେଇ ଘୋଷଣା କରାଯାଇଛି । ୨ ସହରରେ ହିଂସାକାଣ୍ଡ ବଢୁଥିବାରୁ ଏପ୍ରିଲ ୪ ପର୍ଯ୍ୟନ୍ତ ସ୍କୁଲ, କଲେଜ, ସରକାରୀ ବେସରକାରୀ ଅଫିସ ବନ୍ଦ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!