Masthead

ଖେଳିବାବେଳେ ଅଜାଣତରେ ବିଷ ପିଇଲେ ୪ ଶିଶୁ

ଭଦ୍ରକ (ବଡ଼ ଖବର ବ୍ୟୁରୋ):  ଖେଳିବାବେଳେ ଅଘଟଣ । ଅଜାଣତରେ ବିଷ ପିଇଲେ ୪ ଶିଶୁ । ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି । ଭଦ୍ରକ ଜିଲ୍ଲା ତିହିଡି ଝିଙ୍କିରିଆର ଘଟଣା । ୪ ଶିଶୁଙ୍କ ମଧ୍ୟରେ ଅଛନ୍ତି ଦୁଇ ପୁଅ ଓ ଦୁଇ ଝିଅ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍