Masthead

ସ୍କୁଲର ୩୬ ଲକ୍ଷ ଟଙ୍କା ଆତ୍ମସାତ୍

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ପାଟଣାଗଡ ଲାୟନ୍ସ ପବ୍ଲିକ୍ ସ୍କୁଲର ଟଙ୍କା ଆତ୍ମସାତ ଘଟଣାରେ ନୂଆ ଟୁଇଷ୍ଟ । ଲାୟନ୍ସ ଇଣ୍ଟରନ୍ୟାସନାଲର ଉଚ୍ଚ ପଦବୀରେ ଥିବା ଜଣେ ବ୍ୟକ୍ତି ସ୍କୁଲର ୩୬ ଲକ୍ଷ ଟଙ୍କା ନିଜ ବ୍ୟବସାୟିକ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଜଣାପଡିଛି । ପୂର୍ବରୁ ସେ ଲାୟନ୍ସ ପବ୍ଲିକ୍ ସ୍କୁଲର ସଭାପତି ରହିଥିବା ବେଳେ ଏବେ କିନ୍ତୁ ଲାୟନ୍ସ ଇଣ୍ଟରନ୍ୟାସନାଲର ଉଚ୍ଚ ପଦବୀରେ ରହିଛନ୍ତି ।

ହେଲେ ସ୍କୁଲ ଟଙ୍କାକୁ କ’ଣ ପାଇଁ କେଉଁ ଉଦେ୍ଦଶ୍ୟରେ ନିଜ ବ୍ୟବସାୟିକ ଆକାଉଣ୍ଟକୁ ନେଲେ ତାହା ଏବେ ବଡ ପ୍ରଶ୍ନ । ସେପଟେ ସ୍କୁଲ ଟଙ୍କା ଆତ୍ମସାତ ଘଟଣାରେ ପୋଲିସ ପୂର୍ବତନ ସଭାପତି ମନୋଜ ନନ୍ଦ ଓ ଆକାଉଣ୍ଟାଟ ମାନଭଞ୍ଜନ ଠାକୁରକୁ ଜେଲ ପଠାଇଛି । ତେବେ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିବା ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଛନ୍ତି ପାଟଣାଗଡ ଏସଡିପିଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..