Masthead

ପୁଅ କଥା ମନେପକାଇ କାନ୍ଦି ପକାଇଲେ ବାଇଡେନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାଦ୍ରୀଙ୍କୁ ଭେଟି କାନ୍ଦିପକାଇଲେ ବାଇଡେନ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆର୍ୟଲାଣ୍ଡ ଗସ୍ତରେ ଯାଇ ସେଠାରେ ଜଣେ ପାଦ୍ରୀଙ୍କୁ ସାକ୍ଷାତ କରିଥିଲେ । ନିଜ ପୁଅର ମୃତୁ୍ୟ କଥା ମନେ ପକାଇ କାନ୍ଦି ପକାଇଥିଲେ । ତାଙ୍କ ପୁଅ ବିଉ ବାଇଡେନ ୨୦୧୫ରେ ମୃତୁ୍ୟବରଣ କରିଥିଲେ । ତାଙ୍କୁ ବ୍ରେନ କ୍ୟାନସର ହୋଇଥିଲା । ଆର୍ୟଲାଣ୍ଡର ଗସ୍ତର ଶେଷ ଦିନରେ ବଇଡେନ ମାୟୋ ନକ ସାୟାରରେ ଫାଦର ଓ’ ଗ୍ରାଡିଙ୍କୁ ଖୋଜିଥିଲେ । ଓ’ଗ୍ରାଡି ବାଇଡେନଙ୍କୁ ଆସି ସାକ୍ଷାତ କରିଥିଲେ ।

ନକ ସାୟାରରଆଉ ଜଣେ ପାଦ୍ରୀ ରିଚାର୍ଡ ଗିବନ୍ସ କହିଛନ୍ତି ଓ’ଗ୍ରାଡଙ୍କୁ ସାକ୍ଷାତ କଲାବେଳେ ବାଇଡେନ କାନ୍ଦି ପକାଇଥିଲେ । ଦୁଇ ଜଣ ଜଣଙ୍କ ଭିତରେ କଥା ହେବାବେଳେ ଉଭୟ ଉଭୟଙ୍କ ପରିବାର ବିଷୟରେ କଥା ହୋଇଥିଲେ । ବାଇଡେନଙ୍କ ପୁଅ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଓ’ଗ୍ରାଡ ବିଉଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ବିଉଙ୍କ କଥା ହେଲାବେଳେ ବାଇଡେନଙ୍କ ଆଖି ଲୁହରେ ଭରିଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ