Masthead

ଜାତୀୟ ପତାକା ଆଙ୍କିଥିବା ଯୁବତୀଙ୍କୁ ସ୍ୱର୍ଣ୍ଣମନ୍ଦିର ମନା

ପଞ୍ଜାବ (ବଡ଼ ଖବର ବ୍ୟୁରୋ): ମୁହଁରେ ଜାତୀୟ ପତାକା ଆଙ୍କିଥିବା ଜଣେ ଯୁବତୀଙ୍କୁ ସ୍ୱର୍ଣ୍ଣମନ୍ଦିର ଭିତରକୁ ପ୍ରବେଶ କରିବାକୁ ମିଳିଲା ନାହିଁ ଅନୁମତି । ଫଳରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ନରାଶ ହୋଇ ସେ ସୋମବାର ଅଭିଯୋଗ କରିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହକୁ ନେଇ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ସାଧାରଣ ସମ୍ପାଦକ ଗୁରୁଚରଣ ସିଂ ଗ୍ରେୱାଲ ଦୁର୍ବ୍ୟବହାର ପାଇଁ କ୍ଷମା ମାଗିଛନ୍ତି ।

ସେ କହିଛନ୍ତି ଯୁବତୀଙ୍କ ମୁହଁରେ ଅଙ୍କା ଯାଇଥିବା ପତାକା ତ୍ରିରଙ୍ଗା ନୁହେଁ । ଅଶୋକ ଚକ୍ର ନଥିବାରୁ ଅଙ୍କା ଯାଇଥିବା ପତାକାଟି ଆମ ଜାତୀୟ ପତାକା ନୁହେଁ । ଏହା କୌଣସି ରାଜନୈତିକ ଦଳର ପତାକା ହୋଇଥାଏ ପାରେ । ଯଦି ଆମ ସେବାଦାରଙ୍କ ଆଚାରଣ କାହାକୁ ଆଘାତ ଦେଇଥାଏ ସେଥିପାଇଁ ଆମେ କ୍ଷମା ପ୍ରାର୍ଥନା ଚାହୁଁଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ