Masthead

କ୍ରୀତି ସାନନଙ୍କ ଫାଷ୍ଟ ଲୁକ୍ ରିଲିଜ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆଦି ପୁରୁଷରେ ଅଭିନେତ୍ରୀ କ୍ରୀତି ସାନନଙ୍କ ଫାଷ୍ଟ ଲୁକ୍ ରିଲିଜ ହୋଇଛି । ସୀତା ନବମୀ ଅବସରରେ କ୍ରୀତି ସାନନ ମୋସନ ପୋଷ୍ଟର ଉନ୍ମୋଚନ କରିଥିଲେ । ଏହି ଫିଲ୍ମରେ କ୍ରୀତି ସାନନଙ୍କୁ ଜାନକୀଙ୍କ ଭୂମିକାରେ ଦେଖିବାକୁ ମିଳିବ । ରାମାୟଣ ଫିଲ୍ମରେ ସୀତା ଭୂମିକାରେ ଅନୁପ୍ରେରିତ ହୋଇ କ୍ରୀତି ସାନନ ନିଜର ମୋସନ ପୋଷ୍ଟର ରିଲିଜ କରିଛନ୍ତି । ଫିଲ୍ମରେ ପ୍ରଭାଷଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ସୁପରଷ୍ଟାର ପ୍ରଭାଷ ‘ରାଘବ’ ଚରିତ୍ରରେ ନଜର ଆସିବେ ।

ଯାହା ଭଗବାନ ରାମଙ୍କ ଉପରେ ଆଧାରିତ ହୋଇଛି । ଫିଲ୍ମରେ ସୈଫ ଅଲ୍ଲୀ ଖାନ ବିରୋଧୀ ଲଙ୍କେଶ ଭୂମିକାରେ ନଜର ଆସିବେ । ଏଥିରେ ହନୁମାନ ଭୂମିକାରେ ଅଭିନୟ କରୁଛନ୍ତି ସନ୍ନି ସିଂ ଓ ଦେବଦତ୍ତ ନାଗ ମଧ୍ୟ ଅଛନ୍ତି । ଏହାର ନିଦେ୍ର୍ଧଶନା ଦେଇଛନ୍ତି ଓମ୍ ରାଉତ । ଏହି ଫିଲ୍ମ ଜୁନ ୧୬ରେ ସାରା ବିଶ୍ୱରେ ରିଲିଜ ହେବାର ଯୋଜନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ