Masthead

ପ୍ରଚାର ବେଳେ କୁସୁମ ଟେଟେଙ୍କୁ ଅଣ୍ଡାମାଡ଼

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ):  ଝାରସୁଗୁଡ଼ା ଉପନିର୍ବାଚନ । ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କୁସୁମ ଟେଟେଙ୍କୁ ଅଣ୍ଡା ଓ ପଥର ମାଡ଼ । ସଭା ଚାଲିଥିବାବେଳେ ବିଜେଡି ସମର୍ଥକମାନେ ଅଣ୍ଡାମାଡ କରିଥିବା ଅଭିଯୋଗ ହୋଇଛି । ଏହା ସହିତ ମଧ୍ୟ କୁସୁମ ଟେଟେଙ୍କ ଗାଡ଼ିକୁ ଅଣ୍ଡାମାଡ କରିଛନ୍ତି ବିଜେଡି କର୍ମୀ । ଯାହାକୁ ନେଇ ଲଇକେରା ଥାନାରେ ଅଭିଯୋଗ କରିଛନ୍ତି କୁସୁମ ।

ସେ କହିଛନ୍ତି ବିଜେଡି କର୍ମୀଙ୍କ ଏତେ ଅହଙ୍କାର ବଢିଗଲାଣି ଯେ ସେମାନେ କାହାକୁ ଖାତିର କରୁନାହାନ୍ତି । ମଦ ପିଇ ଏତେ ହୋହାଲ୍ଲା କରୁଛନ୍ତି ସ୍ଥିତି ଅସମ୍ଭାଳ ହେଉଛି । ମୁଁ ନିଜକୁ ଅସୁରକ୍ଷିତ ମନେକରିବା ସହ ପୋଲିସର ସୁରକ୍ଷା ପାଇଁ ଅଭିଯୋଗ କରଛିି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ