Masthead

ମେ’ ରେ ଆସୁଛି ତୋଫାନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ହଲିଉଡ ଫିଲ୍ମର ସୌକିନ କହିଲେ ରକିଙ୍କୁ ବୁଝାଇଥାଏ । ସେ ଜଣେ ପପୁଲାର ସ୍ପୋର୍ଟ ଡ୍ରାମା ଫ୍ରାନ୍ଚାଜ ଅଟନ୍ତି । ଯିଏ  ୫୦ ବର୍ଷ ହେବ ତାଙ୍କ ଫ୍ୟାନ୍ସ ମାନଙ୍କ ଇମୋସନ ବନିସାରିଛନ୍ତି । ବର୍ତ୍ତମାନ ଏହାର ଅବତାର ଇଣ୍ଡିଆନ ଚଳଚିତ୍ର ରେ ରିକ୍ରିଏଟ କରାଯାଇଛି । ରବିବାର ଏହି ଫିଲ୍ମର ଟିଜର ଆସିଥିଲା । ଫିଲ୍ମ ‘ଭାଗ ମିଲଖା ଭାଗରେ’ ଫରାନ ଅଖତର ତାଙ୍କ ଦମଦାର ଆକ୍ଟିଙ୍ଗରେ ଦର୍ଶକଙ୍କ ମନ କିଣିଥିଲେ । ଫରାହନଙ୍କ ଆକ୍ଟିଙ୍ଗ ସହ ତାଙ୍କ ବଡି ଟ୍ରାନ୍ସଫରମେସନକୁ ତାଙ୍କ ଫ୍ୟାନ୍ସ ବୋହୁତ ପସନ୍ଦ କରିଥିଲେ । ତାଙ୍କର ଏହି ଫିଲ୍ମ ଦର୍ଶକଙ୍କୁ ମୋଟିଭେଟ ମଧ୍ୟ କରିଥିଲା । ପୁଣିଥରେ ଫରହାନ ତାଙ୍କ ଦମଦାର ଆକ୍ଟିଙ୍ଗରେ ତୋଫାନ ଆଣିବାକୁ ଯାଉଛନ୍ତି ତାଙ୍କର ଆଗାମି ଫିଲ୍ମ ତୁଫାନ ମାଧ୍ୟମରେ । ଏହି ଫିଲ୍ମରେ କିପରି ଜଣେ ପିଲା ମୁମ୍ବାଇର ଝୋପଡି ପଟ୍ଟିରୁ ବାହାରି ଦେଶର ନା ରଖିବା ସହ ନ୍ୟାସନାଲ ଲେଭଲରେ ଦେଶ ପାଇଁ ମେଡେଲ ଆଣ୍ଡ ଟ୍ରଫି ଜିତିପାରିଛନ୍ତି ତାହା ଏହି ଫିଲ୍ମରେ ଦର୍ଶାଯାଇଛି । ଆଗକୁ ବଢିବାର ଇଛା ଶକ୍ତି ଏବଂ ଦୃଢ ସଂକଲ୍ପ ରଖିଲେ ସବୁକିଛି ସମ୍ଭବ ହୋଇଥାଏ ।

ଏହି ଫିଲ୍ମରେ ଫାରହାନ ଙ୍କ ସହ ସୁପ୍ରିୟା ପାଠକ କପୁର, ପରେସ ରାୱନ୍ତ,ହୁସେନ ଦଲାଲ ଏବଂ ମୃଣାଳ ଠାକୁର ମଧ୍ୟ ନଜର ଆସିବେ। ଏହାଛଡା ଏହି ଫିଲ୍ମର ନିର୍ଦ୍ଧେଶନା ଦେଇଛନ୍ତି ରାକେଶ ଓମପ୍ରକାଶ ମେହେରା ଯିଏ ଭାଗ ମିଲଖା ଭାଗ ମଧ୍ୟ ନିର୍ମାଣ କରଥିଲେ । ତେବେ ପୁଣି ଥରେ ପରଦାରେ ନଜର ଆସିବେ ଏହି ଦୁଇ ଯୋଡି । ସେହିପରି ତୋଫାନକୁ ଥିଏଟର ରେ ନୁହେଁ ବରଂ ଆମାଜନ ପ୍ରାଇମ ଭିଡିଓ ରେ ସିଧା ଆପଣଙ୍କ ଘରେ ଦେଖି ପାରିବେ ।

ଫରହାନ ତାଙ୍କ ଫିଲ୍ମ ତୋଫାନର ୨ମିନିଟ ର ଟିଜର ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରି ନିଜର ଖୁସି ବ୍ୟକ୍ତ କରିଛନ୍ତିା ସେହିପରି ଏହି ଫିଲ୍ମ ଟି ହଲ୍ ରେ ରିଲିଜ ନ ହୋଇ ଓଟିଟି ପ୍ଲାଟ ଫର୍ମରେ ରିଲିଜ ହୋଉଥିବାରୁ ଏହାକୁ ନେଇ ଫରହାନଙ୍କ ପୋଷ୍ଟରେ ଇଉଜର ମାନେ ଏବଂ ତାଙ୍କ ଫ୍ୟାନ୍ସ ମାନେ ନିଜ ନିଜର ଉଦାଶିନତା ପ୍ରକାଶ କରଛନ୍ତି । ସାତ ବର୍ଷ ପୂର୍ବେ ମୁକ୍ତି ଲାଭ କରିଥିବା ଭାଗ ମିଲଖା ଭାଗ ର ସଫଳତା ପରେ ଫରହାନଙ୍କ ସହ ଯୋଗାଯୋଗ ବେଳେ ପ୍ରକାଶ ମେହେରା କହିଥିଲେ ଅଭନେତା ଫରହାନ୍ ତୋଫାନ ପାଇଁ ଜଣେ ବେଷ୍ଟ ଚଏସ୍ ହେବେ । ଏହି ଫିଲ୍ମ ଯୁବ ପିଢିଙ୍କୁ ଅନେକ ପ୍ରେରଣା ଯୋଗାଇବ । ତେବେ ଏହି ଫିଲ୍ମ ମେ ୨୧ ରେ ଡିଜିଟାଲ ରେ ରିଲିଜ ହେବାକୁ ଜାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ