Masthead

କେନ୍ଦ୍ରାପଡ଼ା ବିଧାୟକଙ୍କ ଉପରକୁ ଅଣ୍ଡା ମାଡ଼

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ):  କେନ୍ଦ୍ରାପଡ଼ା ବିଧାୟକଙ୍କ ଉପରକୁ ଅଣ୍ଡା ମାଡ଼ । ବିଧାୟକ ଶଶିଭୂଷଣଙ୍କୁ ପୁଣି ଅଣ୍ଡା ମାଡ଼ । ଇନ୍ଦୁପୁର ପଞ୍ଚାୟତରେ ଏକ ସଭାରେ ଯୋଗ ଦେବାକୁ ଯାଇଥିବାବେଳେ ତାଙ୍କୁ ବିରୋଧ କରାଯାଇଛି । ନିଜ ପୁଅ ସତ୍ୟପ୍ରକାଶ ବେହେରାଙ୍କ ସହ ସଭାରେ ଯୋଗ ଦେଇଥିଲେ । ସଭାରେ ଭାଷଣ ଦେଉଥିବାବେଳେ ମଞ୍ଚ ପାଖକୁ ଅଣ୍ଡାମାଡ ହୋଇଥିଲା । ନିଜ ପରିବାର ବିବାଦ ଏବଂ ନିର୍ବାଚନ ପରେ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରି ଥିବାରୁ, ଏଭଳି ବିରୋଧ କରାଯାଇଥିବା ସୂଚନା ମିଳିଛି । ଫଳରେ ବିଧାୟକ ଗାଣମାଧ୍ୟମକୁ ସାମ୍ନା ନକରି, ନିଜ ସମର୍ଥକଙ୍କ ଆଢୁଆଳରେ ଚାଲିଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ