Masthead

ପୁଅଙ୍କ ଅସହ୍ୟ ଯନ୍ତ୍ରଣା ସହିନପାରି ଘରୁ ବାହାରି ଆସିଲେ ବୃଦ୍ଧ ବାପା

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ପୁଅଙ୍କ ଅସହ୍ୟ ଯନ୍ତ୍ରଣା ସହିନପାରି ଘରୁ ବାହାରି ଆସିଲେ ବୃଦ୍ଧ ବାପା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ଦେଉଳିପାଟଣା ଗାଁରେ । ଏହି ଗାଁର ଭଗବାନ ସାହୁ ବୟସ ୮୮ । ଭଗବାନଙ୍କର ପାଞ୍ଚଟି ପୁଅ କିନ୍ତୁ ବାପାଙ୍କୁ ଘରେ ରଖିବାକୁ ଘର ନାହିଁ, ପରିଣତ ବୟସରେ ଆଶ୍ରୟ ଓ ସାହରା ହେବା ବଦଳରେ ଦେଉଥିଲେ ଯନ୍ତ୍ରଣା, ଗାଳି ।

ଶୁକ୍ରବାର ସନ୍ଧ୍ୟାରେ ପୁରୀ ଚନ୍ଦନପୁର ବାଇପାସରେ ଭଗବାନ ସାହୁ ରାସ୍ତାରେ ଯାଉଥିବା ସମୟରେ ସତ୍ୟବାଦୀର ଏକ ସାମାଜିକ ଅନୁଷ୍ଠାନର କୁଶ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ତାଙ୍କୁ ଉଦ୍ଧାର କରିଛି । ପଚରାଉଚରାରୁ ଜଣାପଡିଛି ଯେ ସେ ପରିବାର ଲୋକଙ୍କଠୁ ନିର୍ଯ୍ୟାତନା ପାଇଁ ଘର ଛାଡି ପଳେଇ ଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା