Masthead

ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟରେ ବିଜେପିର ଟାର୍ଗେଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଯାତ୍ରାରେ ଅଛନ୍ତି । ସେ ଆମେରିକାରେ ମଙ୍ଗଳବାର ପହଞ୍ଚିଥିଲେ । ତାଙ୍କର ଯାତ୍ରା ଆରମ୍ଭ ହେବାପରେ ଭାରତର ରାଜନୀତିରେ ହଲଚଲ ଆରମ୍ଭ ହୋଇଗଲା । ଆରୋପ ପ୍ରତ୍ୟାରୋପର ଖେଳ ଆରମ୍ଭ ହୋଇଗଲା । ଏହି କ୍ରମରେ ,ୱାସିଙ୍ଗଟନ୍ରେ ରାହୁଲ ଗାନ୍ଧୀ ମୁସଲିମ ଲିଗ୍କୁ ଧର୍ମନିରପେକ୍ଷ ବିବେଚନା କରିଛନ୍ତି । ଆମେରିକାର ପ୍ରେସ କ୍ଲବ ରେ ଯେବେ ରାହୁଲ ଗାନ୍ଧୀଙ୍କୁ ପଚରା ଗଲା , କଣ ଆପଣଙ୍କ କେରଳରେ ଇଣ୍ଡିୟନ ୟୁନିୟନ ମିସଲିମ ଲିଗ ସହ ଗଠବନ୍ଧନ ଅଛି? ତେବେ ଏହାର ଜବାବରେ ରାହୁଲ ଗାନ୍ଧୀ କହିଥିଲେ ମୁସଲିମ ଲିଗ୍ ସମ୍ପୁର୍ଣ୍ଣ ଭାବେ ଧର୍ମନିରପେକ୍ଷ ପାର୍ଟି ଅଟେ । ଇଣ୍ଡିୟନ ୟୁନିଅନ ମୁସଲିମ ଲିଗ କେରଳର ଏକ ପାର୍ଟି ଅଟେ । ଆମେରିକାରେ ରାହୁଲ ଗାନ୍ଧୀଙ୍କ ଏହି ବୟାନ ହେତୁ ଭାରତରେ ହଲଚଲ ଲାଗିରହିଛି । ବିଜେପି ଓ କଂଗ୍ରେସ ଦୁହେଁ ଦୁହିଁଙ୍କୁ ଟାର୍ଗେଟ କରୁଛନ୍ତି । ମୁସଲିମ ଲିଗକୁ ଧର୍ମନିରପେକ୍ଷ ପାର୍ଟି କହିବା ପରେ ବିଜେପି ରାହୁଲ ଗାନ୍ଧୀଙ୍କୁ ନିନ୍ଧା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ