Masthead

ବଗିର ଭିଜୁଆଲ ନେବାରୁ ପୋଲିସର ନାଲିଆଖି

ନୀଳଗିରି(ବଡ଼ ଖବର ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡିରେ ନୂଆ ମୋଡ଼ । ଉଦ୍ଧାର ହୋଇନଥିବା ବଗିକୁ ଜଗିଛନ୍ତି ପୋଲିସ । ଗଣମାଧ୍ୟମ ପ୍ରତିନିଧିଙ୍କୁ ସେଠାରେ ଭିଜୁଆଲ ନେବାକୁ କଲେ ମନା । ବଡ଼ ଖବର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ନାଲିଆଖି ଦେଖାଇଛନ୍ତି । ଭିଜୁଆଲ ନେବାକୁ ମନାକଲା ରେଲବାଇ ପୋଲିସ । ପୋଲିସ କହିଲା କ୍ୟାମେରା ବନ୍ଦ କର । ଉପରିସ୍ଥ ଅଧିକାରୀଙ୍କ ଠାରୁ ପରର୍ମିଶନ୍ ନେଇ କି ଆସ । କାହିଁକି ସେ ବଗିର ଭିଜୁଆଲ ନେବାକୁ ଦିଆଯାଉନି ? କାହିଁକି ସେ ବଗିର ଉଦ୍ଧାର କାର୍ଯ୍ୟ ସରୁନାହିଁ ? ବଗି ନିକଟରେ ଦୁର୍ଗନ୍ଧ ବଢିବାରେ ଲାଗିଛି । ବଗିରେ ମୃତଦେହ ଥାଇପାରେ ବୋଲି ସ୍ଥାନୀୟ ଲୋକଙ୍କ ଆଶଙ୍କା କରୁଛନ୍ତି । ବାରମ୍ବାର ଦାବି ପରେ ବି କାହିଁକି ଯାଂଚ ହେଉନି ବୋଲି ପ୍ରଶ୍ନ ଉଠିଛି । କିଛି ଲୁଚାଇବାକୁ ଚେଷ୍ଟା କରାଯାଉଛି କି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼