Masthead

ଦରଦାମ ନ କମିଲେ ଆନ୍ଦୋଳନର ଚେତାବନୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) ପରିବା ଦର କମାଇବାକୁ ନେଇ ବିଧାୟକ ସୁରରାଉତରାୟ କହିଛନ୍ତି, ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଦେଇ ଓଡିଶା ଲୋକ ମାନଙ୍କୁ କୋଢ଼ିଆ କରିଦେଇଛି । ଓଡ଼ିଶାରେ କିଛି ନାହିଁ, ସବୁ ବାହାର ଦେଶରୁ ଆସିଲେ ଆମେ ଖାଉଛୁ । ପରିବା ର ଦରଦାମ ଯଦି ରାଜ୍ୟ ସରକାର ନ କମାଇବେ ତାହାଲେ କଂଗ୍ରେସ ରାଜ୍ୟବ୍ୟାପି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍