Masthead

ଅଶ୍ୱିନୀଙ୍କ ନାଁରେ ନୂଆ କୀର୍ତ୍ତିମାନ, ବାପ-ପୁଅଙ୍କ ନେଲେ ୱିକେଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଇତିହାସ ରଚିଲେ ଆର୍ ଅଶ୍ୱିନୀ । କ୍ରିକେଟ ଇତିହାସରେ ନୂଆ କୀର୍ତ୍ତିମାନ । ପ୍ରଥମ ଭାରତୀୟ ଭାବେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଅଶ୍ୱିନୀ । ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ ମ୍ୟାଚ ।  ଭାରତ ପ୍ରଥମେ ବୋଲିଂ କରୁଛି । ଭାରତ ପକ୍ଷରୁ ପ୍ରଥମ ସଫଳତା ପାଇଛନ୍ତି ଅଶ୍ୱିନୀ ।ତାଙ୍କ ବୋଲରେ ୱେଷ୍ଟଇଣ୍ଡିଜର ଓପନର ତେଜନାରାୟଣ ଚନ୍ଦ୍ରପଲଙ୍କୁ ୧୨ ରନରେ ବୋଲ୍ଡ କରିଛନ୍ତି ।

ଏହା ସହ ସେ ଏକ ନିଆରା ରେକର୍ଡରେ ନାଁ ଲେଖିଛନ୍ତି । ତେଜନାରାୟଣ ହେଉଛନ୍ତି ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ ବ୍ୟାଡ୍ସମ୍ୟାନ ଶିବନାରାୟଣ ଚନ୍ଦ୍ରପଲଙ୍କ ପୁଅ । ଅଶ୍ୱିନୀ ଶିବନାରାୟଙ୍କ ବିରୋଧରେ ବି ଖେଳିଛନ୍ତି । ଖାଲି ଖେଳିନାହାନ୍ତି ନିଜ କ୍ୟାରିୟରରେ ୪ ଥର ଆଉଟ ବି କରିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ପିତା, ପୁତ୍ର ଉଭୟଙ୍କୁ ଆଉଟ କରିବାରେ ସଫଳ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ