Masthead

ରିଲିଜ୍ ହେଲା ଧୋନି ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମର ଟିଜର୍

ଚେନ୍ନାଇ(ବଡ଼ ଖବର ବୁ୍ୟରୋ) ରିଲିଜ୍ ହେଲା ଧୋନି ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମର ଟିଜର୍ । ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ ସିଂହ ଧୋନିଙ୍କ ପ୍ରଡକ୍ସନ୍ ହାଉସ୍ ରେ ରିଲିଜ୍ ହେଲା ଫିଲ୍ମ ‘ଏଲଜିଏମ୍’ର ଟ୍ରେଲର୍ । ଟ୍ରେଲରଟି ସୋମବାର ୧୦ ଜୁଲାଇରେ ରିଲିଜ୍ ହେଲା ।

ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ସାଉଥ୍ ସୁପରଷ୍ଟାର ହରିଶ କଲ୍ୟାଣ । ଫିଲ୍ମ ‘ଏଲଜିଏମ୍’ ବା ‘ଲେଟସ୍ ଗେଟ୍ ମ୍ୟାରେଡ୍’ ଜୁଲାଇ ୩୧ରେ ବକ୍ସଅଫିସ୍ ରେ ରିଲିଜ୍ ହେବ । ଫିଲ୍ମର ଟ୍ରେଲର୍ ରିଲିଜ୍ ପରେ ଦର୍ଶକମାନେ ଏହାକୁ ଅତ୍ୟନ୍ତ ପ୍ରଶଂସା କରିଛନ୍ତି ।

ଦେଖିବାକୁ ଗଲେ ଧୋନି ଫ୍ୟାନ୍ସମାନେ ଅଧିକ ଉତ୍ସାହିତ ଥିବା ଜଣାପଡିଛି । ଧୋନିଙ୍କ ପ୍ରଡକ୍ସନ ହାଉସ୍ ରେ ରିଲିଜ୍ ହେବାକୁଥିବା ଏହି ପ୍ରଥମ ଫିଲ୍ମଟି ବକ୍ସ୍ଅଫିସରେ କେତେ ସଫଳତା ହାସଲ କରିବ ତାହା ଫିଲ୍ମର ରିଲିଜ୍ ପରେ ଜଣାପଡିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା