Masthead

‘ଆମେ ବହୁତ ନିର୍ଯାତନାର ଶିକାର ହେଲାଣୁ’

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ଏବେ ବି ମନରୁ ଲିଭୁ ନାହିଁ ମଣିପୁର ଛାତିଥରା ଦୃଶ୍ୟ । ଯାହାକୁ ବିରୋଧୀ ସରକାରଙ୍କୁ ଟର୍ଗେଟ କରିଛନ୍ତି । ଯାହକୁ ନେଇ ଗୃହ ମଧ୍ୟ ଚାଲିପାରୁ ନାହିଁ । ସେପଟେ ଦୁଇ ଦିନିଆ ମଣିପୁର ଗସ୍ତରେ ଅଛନ୍ତି ଟିମ ଇଣ୍ଡିଆ । ଏଥିସହ ମଣିପୁରର ଚର୍ଚ୍ଚିତ ଘଟଣାର ପୀଡିତା ମାଆଙ୍କୁ ମଧ୍ୟ ଭେଟିଛନ୍ତି ବିରୋଧୀ।

ଗଣମାଧ୍ୟମ ଏବଂ ପ୍ରତିନିଧୀ ଦଳ ସହ କଥା ହୋଇ ପୀଡିତାଙ୍କ ମା ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି। ମହିଳା କହିଛନ୍ତି ଯେ, ଆମେ ଆଦିବାସୀ ସଂଖ୍ୟାଲଘୁ ଶ୍ରେଣୀୟ। ଆମେ ଆଉ ମୈତେଇଙ୍କ ସହ ରହିପାରିବୁ ନାହିଁ। ଆମେ ବହୁ ନିର୍ଯାତନାର ଶିକାର ହୋଇ ସାରିଲୁଣି। ଏଥିସହ ମହିଳା ଜଣକ କାନ୍ଦି କାନ୍ଦି ତାଙ୍କ ପୁଅ ଏବଂ ସ୍ବାମୀଙ୍କ ମୃତଦେହ ଖୋଜିବାକୁ ସାହାଯ୍ୟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ