Masthead

ଅଗଷ୍ଟ ୧୦ରେ ମୁକ୍ତିଲାଭ କରିବ ‘ମେଡ୍ ଇନ୍ ହେଭେନ୍’ର ପାର୍ଟ ୨

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୧୯ରେ ମୁକ୍ତିଲାଭ କରିଥିବା ୱେବ ସିରିଜ ‘ମେଡ୍ ଇନ୍ ହେଭେନ୍’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି ୱେବ ସିରିଜଟି ସୁପରହିଟ୍ ହୋଇଥିଲା । ସେବେଠାରୁ ଫ୍ୟାନ୍ସମାନେ ଏହାର ଦ୍ୱିତୀୟ ସିଜିନକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଦୀର୍ଘ ସମୟ ଅପେକ୍ଷା ପରେ ଶୋ’ର ଦ୍ୱିତୀୟ ଭାଗର ରିଲିଜ ତାରିଖ ଘୋଷଣା କରିଦିଆଯାଇଛି ।

ସିରିଜ ‘ମେଡ୍ ଇନ୍ ହେଭେନ-୨’ ପ୍ରାଇମ୍ ଭିଡିଓରେ ଅଗଷ୍ଟ ୧୦ରେ ମୁକ୍ତିଲାଭ କରିବ। ବର୍ତ୍ତମାନ ମୃନାଲ ଠାକୁର ଏବଂ ରାଧିକା ଆପ୍ଟେଙ୍କ ନୂଆ ଲୁକ ରିଲିଜ ହୋଇଛି । ଏହି ଦୁଇଜଣଙ୍କ ବ୍ୟତୀତ ଜୈନ ଖାନ, ଏଲ୍ନାଜ ନରୋଜି, ନୈନା ସରିନ, ସାରା ଜେନ ଡିଆସ ଏବଂ ଶିବାନୀ ଅଖତରଙ୍କ ସହ ଅନ୍ୟ ଅଭିନେତ୍ରୀମାନେ ମଧ୍ୟ ଦମଦାର ଆକ୍ଟିଙ୍ଗ କରୁଥିବାର ନଜର ଆସିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା