Masthead

ପୁଣି ଝୁଲିଲା ବନକଲାଗି ନିଷ୍ପତ୍ତି

ପୁରୀ  (ବଡ଼ ଖବର ବ୍ୟୁରୋ):  ପୁଣି ଝୁଲିଲା ବନକଲାଗି ନିଷ୍ପତ୍ତି । ଆଜି ବସିବାକୁ ଥିବା ପରିଚାଳନା କମିଟି ବୈଠକ ଘୁଞ୍ଚିଲା । ବୁୁଧବାର ବନକଲାଗି ହେବ କି ନାହିଁ ବଢିଲା ଦ୍ୱନ୍ଦ୍ୱ । ପରିଚାଳନା କମିଟିରେ ନିଷ୍କର୍ସ ବାହାରିବାର ଆଶା ଥିଲା । କିନ୍ତୁ ପୁଣି ନିରାଶ ହେବାକୁ ପଡ଼ିଛି । ପୂର୍ବରୁ ୨୭ ତାରିଖରେ ହେବାକୁ ଥିବା ବୈଠକ ବି ଘୁଞ୍ଚିଥିଲା ।

ବନକଲାଗି ନୀତିକୁ ନେଇ ସେବାୟତ ଓ ପ୍ରଶାସନ ମଧ୍ୟରେ ଚାଲିଛି ବିବାଦ । ସ୍ନାନପୂର୍ଣ୍ଣିିମା ପୂର୍ବରୁ ଶେଷଥର ହୋଇଥିଲା ଶ୍ରୀଜିଉଙ୍କ ବନକଲାଗି । ନୀଳାଦ୍ରିବିଜେ ପରେ ବନକଲାଗି ହେବାର ଥିଲା । କିନ୍ତୁ ଗୁରୁବାର-ବୁଧବାର ଭିତରେ ଅଟକିଛି ନିଷ୍ପତ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ