Masthead

ଫିଲ୍ମ ‘ଘୁମର’ରେ କୋଚ୍ ହେବେ ଅଭିଷେକ ବଚ୍ଚନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଘୁମର’ର ଟିଜର ରିଲିଜ ହୋଇସାରିଛି । ଏହି କିଛି ସେକେଣ୍ଡର ଟିଜରରେ ଅଭିଷେକଙ୍କୁ କୋଚ୍ ଭାବେ ଦେଖିବାକୁ ମିଳିଥିଲା । ‘ଘୁମର’ଏକ ପାରାପ୍ଲେଜିକ ଖେଳାଳିଙ୍କ ଜୀବନର ପ୍ରେରଣାଦାୟୀ କାହାଣୀ । ଏହି ଫିଲ୍ମର ଟିଜର ଦମଦାର ହେବା ସହ ଫ୍ୟାନ୍ସମାନଙ୍କୁ କୁବ ପସନ୍ଦ ମଧ୍ୟ ଅସିଛି । ଫିଲ୍ମର ଟିଜରରେ ଅଭିଷେକ ବଚ୍ଚନଙ୍କ ଲୁକ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି । ଶାୟାମୀ ଖେର ଜଣେ ମହିଳା କ୍ରିକେଟରଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।

ଅଭିଷେକ ବଚ୍ଚନ ଏହି ଟିଜରକୁ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଅଭିଷେକ ବଚ୍ଚନ ଏବଂ ଶାୟାମୀ ଖେରଙ୍କ ବ୍ୟତୀତ ଏହି ଚଳଚିତ୍ରରେ ଶାବାନା ଅଜମୀ ଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଖବର ଅନୁଯାୟୀ, ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଫିଲ୍ମରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିଦେ୍ର୍ଦଶନା ଦେଇଛନ୍ତି ଆର ବାଲ୍କି । ଏହାପୂର୍ବରୁ ଅମିତାଭ ଆର ବାଲ୍କିଙ୍କ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !