Masthead

ବ୍ରିଜରୁ ଖସି ଛାତ୍ରୀ ନିଖୋଜ

ପୁରୀ (ବଡ ଖବର ବ୍ୟୁରୋ);  ବ୍ରିଜରୁ ଖସି କଲେଜ ଛରତ୍ରର ନିଖୋଜ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଗଡ଼ବଡ଼ପୁଟ ଗ୍ରାମ ନକଟରେ ଥିବା ବ୍ରିଜ ର ରାଜୁଆ ନଦୀରେ । ପୂର୍ବାହ୍ନ ୧୦ ଘଟିକା ସମୟରେ ଜଣେ ୧୮ ବର୍ଷୀୟ ଛାତ୍ରୀ କଲେଜ ଯିବା ସମୟରେ  ବ୍ରିଜ ଉପରେ ବସିଥିବାର ଦୃଶ୍ୟ ଲୋକମାନେ ଦେଖିଥିଲେ । ଆଉ କିଛି ସମୟ ପରେ ସ୍ଥାନୀୟ ଲୋକେ ଦେଖିଥିଲେ ବ୍ରିଜ ଉପରେ ବସିଥିବା ଛାତ୍ରୀ ଜଣଙ୍କ ବ୍ରିଜରୁ ତଳକୁ ଖସି ପଡି ରାଜୁଆ ନଦୀରେ ଖସି ଭାସିଯାଇଥିଲେ ।  ତତକ୍ଷଣାତ ତ୍ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିସମ ବିଭାଗକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ସ୍ଥାନୀୟ କଣାସ ପୋଲିସ ଏବଂ ଅଗ୍ନିସମ ବିଭାଗ ପହଁଞ୍ଚି ଛାତ୍ରୀର ସାଇକେଲ, ପିନ୍ଧିଥିବ ଚପଲ ସହିତ ଖାତା ପେନ ପୋଲିସ ଜବତ କରିଛି । ମାତ୍ର ଛାତ୍ରୀଟିର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ । ଏବେ ଛାତ୍ରୀ ଜଣଙ୍କ ଭୁଲରେ ପଡିଯାଇଛନ୍ତି ନା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ତାହା ଏବେ ସନ୍ଦେହ ଘେରରେ । ତେଣୁ ପୋଲିସର ତଦନ୍ତ ଏବଂ କଲେଜ ନଦୀରୁ ଉଧାର ହେବାପରେ ସତ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ