ଭୁବନେଶ୍ୱର (ବଡ ଖବର ବ୍ୟୁରୋ); ଦେଶ ବିଦେଶରେ ଦମଦାର କଲେକ୍ସନ କରିବା ପରେ ଫିଲ୍ମ ‘ସ୍ପାଇଡରମ୍ୟାନ; ଆକ୍ରସ ଦ ସ୍ପାଇଡର-ଭର୍ସ’ ଓଟିଟିରେ ନିଜର ଧମାଲ ମଚାଇବାକୁ ପ୍ରସ୍ତୁତ ହୋଇଛି । ନିକଟରେ ଜି୫ ଏହି ଫିଲ୍ମ ପ୍ରିମିୟରର ଘୋଷଣା କରିଛି । ୮ ଅଗଷ୍ଟ ୨୦୨୩ରେ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମ ହେବ । ଏହି ଫିଲ୍ମଟି ନିଜର ଷ୍ଟୋରି ଲାଇନ ପ୍ରଶଂସକମାନଙ୍କ ମନ କିଣି ପାରିଛି । ଫିଲ୍ମର ଦମଦାର ଆନିମେସନ ଦର୍ଶକମାନଙ୍କୁ ଖୁବ ଆକର୍ଶିତ କରିଛି । ଜି୫ରେ ଏହାର ଷ୍ଟ୍ରିମିଂ ହେବା ସହ ୧୯୦ରୁ ଅଧିକ ଦେଶରେ ଏହା ଉପଲବ୍ଦ ହେବ ।

Leave a Reply

Your email address will not be published. Required fields are marked *