Masthead

ଅଭିଭାଷଣରେ କ’ଣ କ’ଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୨୮ ବର୍ଷରୁ ଓଡ଼ିଶା କହୁଛି କଂଗ୍ରେସ ଉପରେ ନୋ କନଫିଡେନ୍ସ

ନୂଆଦିଲ୍ଲୀ: ଲୋକସଭାରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ବିବୃତି ରଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଅଭିଭାଷଣରେ କେଉଁ କେଉଁ କଥା ଉଠାଇଛନ୍ତି, ତାହାର ମୁଖ୍ୟାଂଶ ଦେଖିନିଅନ୍ତୁ –

“ଈଶ୍ୱରଙ୍କ କୃପାରୁ ବିରୋଧୀ ଆଣିଲେ ଅନାସ୍ଥା ପ୍ରସ୍ତାବ”
ଅବିଶ୍ୱାସ ପ୍ରସ୍ତାବ ଆଣିବା ଶୁଭ
“୨୪ରେ ବିଜେପି ଓ ଏନଡିଏ ବଡ଼ ବିଜୟ ହାସଲ କରିବ”
ପୂର୍ବର ସବୁ ରେକର୍ଡ ଭାଙ୍ଗିବୁ
“ସତ୍ତାର ଭୋକିଲା ଅଛନ୍ତି ବିରୋଧୀ”
“ଦେଶରେ ବିରୋଧୀଙ୍କୁ ଯୁବପିଢିଙ୍କ ଚିନ୍ତା ନାହିଁ”
“ଆପଣ କେବଳ ଦେଶକୁ ନିରାଶ କରିଛନ୍ତି”
ମୋଦିଙ୍କ ‘ଅଧୀର’ ବାଣ
“କଂଗ୍ରେସ ସବୁବେଳେ ଅଧୀର ଜୀଙ୍କ ଅପମାନ କରିଆସୁଛି”
“ମୋ ସମବେଦନା ସବୁବେଳେ ତାଙ୍କ ସହ ଅଛି”
ସଂକଳ୍ପରୁ ସିଦ୍ଧି ପର୍ଯ୍ୟନ୍ତ ନେଇଯିବୁ: ମୋଦି
“ଭାରତରେ ରେକର୍ଡ ବିଦେଶୀ ନିବେଶ”
ଦାରିଦ୍ର୍ୟତା ଦ୍ରୁତଗତିରେ କମୁଛି
ପ୍ରଧାନମନ୍ତ୍ରୀ କହିଲେ ବିରୋଧୀଙ୍କ ପ୍ରିୟ ନାରା
“ମୋଦି ତେରୀ କବର ଖୋଦେଗୀ”
“ଆଇଏମଏଫ ଓ ହୁ’ ମୁହଁରେ ଭାରତର ପ୍ରଶଂସା”
ନାଁ ନନେଇ ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ
“ବିଲକୁ ଯାଇ ଭିଡିଓ ଶୁଟ କରୁଛନ୍ତି”
ବିପକ୍ଷର ଅପଶବ୍ଦ ମୋ ପାଇଁ ଟନିକ୍
“ବିରୋଧୀଙ୍କୁ ଦେଶର ସାମର୍ଥ୍ୟ ଉପରେ ଭରଷା ନାହିଁ”
ଦେଶ ଓ ଲୋକତନ୍ତ୍ର ସୁଦୃଢ ହେବାକୁ ଯାଉଛି
“କଂଗ୍ରେସ ପାଖରେ ନା ବିଜୟ ନା ବୁଝାମଣା”
ଅନୁଭବବିହୀନ ପ୍ରସ୍ତା
“ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମରେ ହେବ ବିକାଶ”
‘ମେକ ଇନ ଇଣ୍ଡିଆ’ର ମଜାକ ଉଡାଇଲେ ବିରୋଧୀ
“୨୦୨୮ରେ ବି ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ”

୨୮ ବର୍ଷରୁ ଓଡ଼ିଶା କହୁଛି କଂଗ୍ରେସ ଉପରେ ନୋ କନଫିଡେନ୍ସ
୩୮ ବର୍ଷରୁ ୟୁପି କହୁଛି କଂଗ୍ରେସ ଉପରେ ନୋ କନଫିଡେନ୍ସ
ଗୁଜରାଟର ମଧ୍ୟ କଂଗ୍ରେସ ଉପରେ ଭରସା ନାହିଁ

ମୁଁ ଦେଶକୁ ଟପ-୩କୁ ନେଇକି ଆସିବି: ମୋଦି
ମୋଦିଙ୍କ ଭାଷଣ ମଝିରେ ବିରୋଧୀଙ୍କ ୱାକଆଉଟ୍
ବିରୋଧୀଙ୍କର ଶୁଣିବାର ଧୈର୍ଯ୍ୟ ନାହିଁ
ଭୋଟିଂ ପୂର୍ବରୁ ବିରୋଧୀଙ୍କ କକ୍ଷତ୍ୟାଗ
ଦେଶ ମଣିପୁର ସହ ଅଛି: ମୋଦି
କଂଗ୍ରେସ ମିଜୋରାମରେ ହମଲା କରିଛି
ବାୟୁସେନା ଦ୍ୱାରା ନିଜ ଲୋକଙ୍କ ଉପରେ ଆକ୍ରମଣ

ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
କଂଗ୍ରେସ ପାଇଁ ସବୁ ସମସ୍ୟା ଉତ୍ପନ୍ନ ହୋଇଛି
କଂଗ୍ରେସ ସରକାରରେ ମଣିପୁର ସ୍ଥିତି କ’ଣ ଥିଲା
ମଣିପୁରରେ ଶାନ୍ତିର ସୂର୍ଯ୍ୟ ଉଇଁବ: ମୋଦି
ଲୋକଙ୍କୁ ବିରୋଧୀ ବିଭ୍ରାନ୍ତ କରୁଛନ୍ତି
୨୦୪୭ରେ ଭାରତ ବିକଶିତ ଦେଶ ହେବ

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ