Masthead

ଚର୍ଚ୍ଚାରେ ଫିଲ୍ମ ‘କିଙ୍ଗ ଅଫ କୋଠା’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅଭିନେତା ଦୁଲକର ସଲମାନ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘କିଙ୍ଗ ଅଫ କୋଠା’ କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଭିନେତାଙ୍କ ପୂର୍ବ ଫିଲ୍ମ ‘ସୀତା ରାମମ’ ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସିଥିଲା । ଫ୍ୟାନ୍ସମାନେ ତାଙ୍କ ଆଗାମୀ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । କିଛିଦିନ ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଥିଲା । ବର୍ତ୍ତମାନ ଫ୍ୟାନ୍ସମାନଙ୍କ ଉତ୍ସାହକୁ ଦେଖି ନିର୍ମାତାମାନେ ଫିଲ୍ମର ଟ୍ରେଲରକୁ ରିଲିଜ କରିଛନ୍ତି । କହିବାକୁ ଗଲେ ଅଭିନେତା ନିଜ ରୋମାଣ୍ଟିକ ଫିଲ୍ମ ପାଇଁ ଖୁବ ଜଣାଶୁଣା ମାତ୍ର ଏବେ ଅଭିନେତା, ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିବେ ଯାହାକୁ ନେଇ ଫ୍ୟାନ୍ସମାନେ ଅତ୍ୟନ୍ତ ଖୁସି ଥିବା ଜଣାପଡୁଛନ୍ତି।

ଫିଲ୍ମରେ ରାଜୁ ନିଜ ପିତାଙ୍କ ଭଳି ଗ୍ୟାଙ୍ଗଷ୍ଟର ବା କିଙ୍ଗ ଅଫ କୋଠା ହେବାକୁ ଲକ୍ଷ୍ୟ ରଖିଛି । ଫିଲ୍ମର ଟ୍ରେଲର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଏହାର କ୍ରେଜ ଦେଖିବାକୁ ମିଳିଛି । ବଲିଉଡ ବାଦଶାହ ଶାହାରୁଖ ଖାନ ମଧ୍ୟ ଦୁଲକରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଫିଲ୍ମରେ ଭରପୁର ଆକ୍ସନ ରହିବ ବୋଲି କୁହାଯାଉଛି । ଟ୍ରେଲର ଦେଖିବାପରେ ଫ୍ୟାନ୍ସମାନେ କହିଛନ୍ତି ଯେ ଫିଲ୍ମଟି ଭାରତରେ ସୁପରହିଟ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ